ETV Bharat / state

ସାଂସଦ ଅପରାଜିତାଙ୍କ ପାଇଁ ଅଣ୍ଟା ଭିଡ଼ିଲା ଜିଲ୍ଲା ବିଜେପି - ପ୍ରତିବାଦ କରି ଖୋର୍ଦ୍ଧା ଜିଲ୍ଲା ବିଜେପିର ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ କୋରୋନା କଟକଣା ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ବର ମହାନଗର ନିଗମ(ବିଏମସି) ପକ୍ଷରୁ ମାମଲା ରୁଜୁ କରାଯାଇଛି । ତାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିବା ପ୍ରତିବାଦ କରି ଖୋର୍ଦ୍ଧା ଜିଲ୍ଲା ବିଜେପିର ସାଧାରଣ ସମ୍ପାଦକଙ୍କ ନେତୃତ୍ବରେ ବେଗୁନିଆ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବେଗୁନିଆ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

khurda BJP
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବେଗୁନିଆ ବିଡ଼ିଓଙ୍କୁ ଦାବିପତ୍ର
author img

By

Published : Jul 6, 2020, 4:26 PM IST

Updated : Jul 6, 2020, 4:53 PM IST

ଖୋର୍ଦ୍ଧା: ଭୁବନେଶ୍ବର ସାଂସଦଙ୍କ ବିରୋଧରେ ହୋଇଥିବା କୋରୋନା କଟକଣା ଉଲ୍ଲଂଘନ ବିରୋଧ କରିଛି ଖୋର୍ଦ୍ଧା ଜିଲ୍ଲା ବିଜେପି । ଗତ କିଛିଦିନ ତଳେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ କୋରୋନା କଟକଣା ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ବର ମହାନଗର ନିଗମ(ବିଏମସି) ପକ୍ଷରୁ ମାମଲା ରୁଜୁ କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବେଗୁନିଆ ବିଡ଼ିଓଙ୍କୁ ଦାବିପତ୍ର

ସାଂସଦଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିବା ପ୍ରତିବାଦ କରି ଖୋର୍ଦ୍ଧା ଜିଲ୍ଲା ବିଜେପିର ସାଧାରଣ ସମ୍ପାଦକଙ୍କ ନେତୃତ୍ବରେ ବେଗୁନିଆ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବେଗୁନିଆ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

ସେହିପରି ମହାପ୍ରଭୁ ଜଗନ୍ନାଥଙ୍କ ସୁନାବେଶ ଦିନ ସାଂସଦ ନିଜର ବାର୍ଷିକ ରିପୋର୍ଟ କାର୍ଡ ଉପସ୍ଥାପନ କରିଥିଲେ । ଏହାସହ ବିଜେଡି ନେତାମାନେ ମଧ୍ୟ ନିଜ ନିଜର ରିପୋର୍ଟ କାର୍ଡ ସର୍ବସମ୍ମୁଖରେ ଉପସ୍ଥାପନ କରିବାକୁ ଆହ୍ବାନ ଦେଇଥିଲେ । ଯାହାକୁ ନେଇ ବିଜେଡି ଏଭଳି ଚଞ୍ଚକତା କରି ସାଂସଦଙ୍କ ନାଁରେ ଅଭିଯୋଗ କରି ଥାନାରେ ଏତଲା ଦେଇଛି।

ଏହାସହ ଖୋଦ ବିଜେଡି ନେତା ଖୋଦ ଜନ୍ମଦିନ ପାଳନ କରି କୋରୋନା କଟକଣା ଉଲ୍ଲଂଘନ କରିଥିବା ଅଭିଯୋଗ ଆଣିଛି ଜିଲ୍ଲା ବିଜେପି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Jul 6, 2020, 4:53 PM IST

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.