ETV Bharat / state

ଘରୋଇ ଇଂଜିନିୟରିଂ କଲେଜ କବଜ୍ଜାରେ ପୁରୁଣା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ

ଘରୋଇ ଇଂଜିନିୟରିଂ କଲେଜ କବଜ୍ଜାରେ ପୁରୁଣା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ । କଲେଜର କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ । ଅଧିକ ପଢନ୍ତୁ...

author img

By

Published : Mar 15, 2021, 5:43 PM IST

khordha paika sangathan and Intellectual gave a memorandum to collector
ଘରୋଇ ଇଂଜିନିୟରିଂ କଲେଜ କବଜ୍ଜାରେ ପୁରୁଣା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ

ଖୋର୍ଦ୍ଧା : ଘରୋଇ ଇଂଜିନିୟରିଂ କଲେଜ କବଜ୍ଜାରେ ପୁରୁଣା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ । ଯାହାକୁ ନେଇ ବୁଦ୍ଧିଜୀବୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ବରୁଣେଇ ନିକଟରେ 1988ରେ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ନିର୍ମାଣ ହୋଇଥିଲା । ଏନେଇ ରାଜ୍ୟ ସରକାର ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟ କରିଥିଲେ । ଏହି କାର୍ଯ୍ୟାଳୟ ସହର ଠାରୁ ଦୂରରେ ହୋଇଥିବାରୁ ପରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନୂତନ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ନିର୍ମାଣ କରାଯାଇଥିଲା । ଯାହା ବର୍ତ୍ତମାନ ସହରବାସୀଙ୍କୁ ସେବା ଯୋଗାଉଛି ।

ମୁକୁନ୍ଦପ୍ରସାଦ ମୌଜା ବରୁଣେଇ ନିକଟରେ ୧.୮୩୨ ଡିସମିଲରେ ନିର୍ମାଣ ହୋଇଥିବା ପୁରୁଣା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟକୁ ଏକ ବେସରକାରୀ ଇଂଜିନିୟରିଂ କଲେଜ ଜବରଦଖଲ କରିଛି । ପରେ ଏହାକୁ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଏହାକୁ ବିରୋଧ କରି ଆଜି( ସୋମବାର) ଖୋର୍ଦ୍ଧା କଳିଙ୍ଗ ପାଇକ ସଂଗଠନ ଓ ବୁଦ୍ଧିଜୀବୀ ଘରୋଇ ଇଂଜିନିୟରିଂ କଲେଜର କତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.