ETV Bharat / state

ତହସିଲ କାର୍ଯ୍ୟାଳୟରେ ନାହାନ୍ତି କର୍ମଚାରୀ, ସମସ୍ୟା ଭୋଗୁଛନ୍ତି ଲୋକେ

author img

By

Published : Dec 16, 2020, 2:11 PM IST

Updated : Dec 17, 2020, 7:36 AM IST

ଖୋର୍ଦ୍ଧା ବେଗୁନିଆ ତହସିଲ କାର୍ଯ୍ୟାଳୟରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନଥିବାରୁ ସମସ୍ୟା ଭୋଗୁଛନ୍ତି ଜନସାଧାରଣ । କର୍ମଚାରୀଙ୍କ ଅଭାବ କାରଣରୁ ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଅଧାରେ ପଡି ରହୁଥିବା ଅଭିଯୋଗ ହୋଇଛି ।

ତହସିଲ କାର୍ଯ୍ୟଳୟରେ ନାହାନ୍ତି କର୍ମଚାରୀ
ତହସିଲ କାର୍ଯ୍ୟଳୟରେ ନାହାନ୍ତି କର୍ମଚାରୀ

ଖୋର୍ଦ୍ଧା:ତହସିଲ କାର୍ଯ୍ୟାଳୟରେ ଦେଖାଦେଇଛି କର୍ମଚାରୀ ସଙ୍କଟ । ଖୋର୍ଦ୍ଧା ବେଗୁନିଆ ତହସିଲ କାର୍ଯ୍ୟାଳୟରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନଥିବାରୁ ସମସ୍ୟା ଭୋଗୁଛନ୍ତି ଜନସାଧାରଣ । କର୍ମଚାରୀଙ୍କ ଅଭାବ କାରଣରୁ ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଅଧାରେ ପଡି ରହୁଥିବା ଅଭିଯୋଗ ହୋଇଛି ।

ତହସିଲ କାର୍ଯ୍ୟଳୟରେ ନାହାନ୍ତି କର୍ମଚାରୀ

ଯାହାଫଳରେ ଦୂର ଦୂରାନ୍ତରୁ ନିଜ କାମ ପାଇଁ ତହସିଲ କାର୍ୟ୍ୟାଳୟ ଆସୁଥିବା ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ।

ତହସିଲରେ ବିଭିନ୍ନ ବର୍ଗର ମୋଟ 24ଟି ପଦବୀ ରହିଥିବାବେଳେ ଏବେ ଅଛନ୍ତି ମାତ୍ର 14 ଜଣ । ଘଟଣା ସମ୍ପର୍କରେ ବେଗୁନିଆ ତହସିଲଦାର କହିଛନ୍ତି, ଆମେ କର୍ମଚାରୀ ଅଭାବ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛୁ ଓ କିଭଳି ଜନସାଧାରଣ କାର୍ଯ୍ୟରେ ସମସ୍ୟା ନହେବ ସେନେଇ ଆମେ ଅଧିକ ସମୟ ପରିଶ୍ରମ କରୁଛୁ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Dec 17, 2020, 7:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.