ETV Bharat / state

NSAରେ ବୁକ ହେଲା କୁଖ୍ୟାତ ଅପରାଧୀ, ରହିଛି ୧୧ରୁ ଊର୍ଦ୍ଧ୍ବ ସଙ୍ଗୀନ ମାମଲା - ଖୋର୍ଦ୍ଧା ଜିଲ୍ଲାପାଳ

କୁଖ୍ୟାତ ଅପରାଧୀକୁ NSAରେ ବୁକ କଲା ପ୍ରଶାସନ । ଜିଲ୍ଲାର ବିଭିନ୍ନ ଥାନାରେ ରହିଛି ୧୧ରୁ ଊର୍ଦ୍ଧ୍ବ ସଙ୍ଗୀନ ଅପରାଧିକ ମାମଲା । ଅଧିକ ପଢନ୍ତୁ...

କୁଖ୍ୟାତ ଅପରାଧୀକୁ NSA ରେ ବୁକ କଲା ଖୋର୍ଦ୍ଧା ପ୍ରଶାସନ, ରହିଛି ଏକାଧିକ ସଙ୍ଗୀନ ମାମଲା

author img

By

Published : Nov 10, 2021, 10:56 PM IST

ଖୋର୍ଦ୍ଧା: ଜିଲ୍ଲାରେ ଆତଙ୍କରାଜ ଚଳାଇଥିବା କୁଖ୍ୟାତ ଅପରାଧୀ ସୁନୀଲ କୁମାର ପ୍ରଧାନ ଓରଫ ସୂର୍ଯ୍ୟ ହାତଖଣ୍ଡିକୁ ଖୋର୍ଦ୍ଧା ଆରକ୍ଷୀ ଅଧ୍ୟକ୍ଷକଙ୍କ ସୁପାରିଶକ୍ରମେ ଆଜି ଖୋର୍ଦ୍ଧା ଜିଲ୍ଲାପାଳ NSA (National Security Act) ରେ ବୁକ କରିଛନ୍ତି । ପ୍ରଶାସନର ଏପରି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ଖୋର୍ଦ୍ଧା ଏସପି ।

ପୂର୍ବରୁ ଏହି କୁଖ୍ୟାତ ଅପରାଧୀ ହାତଖଣ୍ଡି ନାଁରେ ମଧ୍ୟ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ସଦର ଥାନା, ଜଙ୍କିଆ ଥାନା, ଖୋର୍ଦ୍ଧା ଥାନା ଅଞ୍ଚଳରେ ବିଭିନ୍ନ ଅପରାଧିକ ମାମଲା ଯଥା ହତ୍ୟା ଉଦ୍ୟମ, ଦାଦା ବଟି, ବିସ୍ଫୋରଣ, ଡକାୟତି, ରାହାଜାନୀ, ଅପହରଣ ପରି ସର୍ବମୋଟ ୧୧ ଗୋଟି ଅପରାଧିକ ମାମଲା ବିଭିନ୍ନ ଅଦାଲତରେ ବିଚାରଧୀନ ରହିଛି । ସୂର୍ଯ୍ୟ ହାତଖଣ୍ଡି ଓ ତାର ୫ଜଣ ସହଯୋଗୀ ବନ୍ଧୁକ ମୁନରେ ଅପହରଣ କରି ଦାଦାବଟି ମାଗିବା ଅଭିଯୋଗରେ ଗତ ତା ୧୧.୦୭.୨୦୨୧ ଜଙ୍କିଆ ଥାନା କେସ ନମ୍ବର ୧୪୬/୨୦୨୧ ରୁଜୁ କରିବା ସହ ୨୪.୦୭.୨୦୨୧ ରେ ଗିରଫ କରିଥିଲା । ହାତଖଣ୍ଡି ବର୍ତ୍ତମାନ ହୋଇ ଖୋର୍ଦ୍ଧା ଜେଲରେ ଅଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.