ETV Bharat / state

ଅଳଙ୍କାର ଦୋକାନରୁ କଳାକନା ବୁଲାଇଲେ ଦୁର୍ବୃତ୍ତ

author img

By

Published : Jul 7, 2021, 12:42 PM IST

ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ଗୁରୁଜଙ୍ଗ ପତିତପାବନ ଛକ ନିକଟରେ ଥିବା ଏକ ଅଳଙ୍କାର ଦୋକାନରୁ ବଡଧରଣର ଲୁଟ୍ । ଏନେଇ ଟାଉନ ଥାନା ପୋଲିସ ଛାନଭିନ ଆରମ୍ଭ କରିଛି । ଅଧିକ ପଢନ୍ତୁ...

ଅଳଙ୍କାର ଦୋକାନରୁ ଲକ୍ଷାଧିକ ଟଙ୍କାର ଗହଣା ଲୁଟ

ଖୋର୍ଦ୍ଧା: ପୌର ପରିଷଦ ଅନ୍ତର୍ଗତ ଗୁରୁଜଙ୍ଗ ପତିତପାବନ ଛକ ନିକଟରେ ଥିବା ଏକ ଅଳଙ୍କାର ଦୋକାନରୁ ବଡଧରଣର ଲୁଟ୍ । ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ ଏହି ଲୁଟ ହୋଇଥିବା ଜଣାପଡିଛି । ଖବର ପାଇ ଟାଉନ ଥାନା ପୋଲିସର ଛାନଭିନ ଆରମ୍ଭ କରିଛି ।

ତେବେ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି ହୋଇଥିବା ସୂଚନା ଦେଇଛନ୍ତି ପଟ୍ଟନାୟକ ଜୁଏଲାରୀ ଦୋକାନ ମାଲିକ ଶ୍ୟାମ ସୁନ୍ଦର ପଟ୍ଟନାୟକ । ଏପଟେ ସିସିଟିଭି ଡିଭିଆର ଜବତ କରି ସାଣ୍ଟିଫିକ ଟିମ ସହାୟତାରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.