ETV Bharat / state

ଜଟଣୀ ରେଳବାଇ କଲୋନୀ କଣ୍ଟେନମେଣ୍ଟ ଜୋନ ଘୋଷଣା - ଜଟଣୀ ରେଳବାଇ କଲୋନୀରେ ଘୋଷଣା କୋରୋନା ପଜିଟିଭ

ଶନିବାର କୋର୍ଦ୍ଧା ଜିଲ୍ଲାପାଳଙ୍କ ଦ୍ବାରା ଜଟଣୀର ରେଳବାଇ କଲୋନୀକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ୫ ଦିନ ପାଇଁ ସଟଡାଉନ୍ ଭାବେ ମଧ୍ୟ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ...

ଜଟଣୀ ରେଳବାଇ କଲୋନୀ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

author img

By

Published : Jun 20, 2020, 10:36 PM IST

ଖୋର୍ଦ୍ଧା: କୋରୋନା ପଜିଟିଭ ବାହାରିବା ପରେ ଜିଲ୍ଲାର ଜଟଣୀ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ରେଳବାଇ କଲୋନୀରେ ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ ।

Jatani railway colony announced as containment zone in Khordha
ଜଟଣୀ ରେଳବାଇ କଲୋନୀ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଜଟଣୀ ମ୍ୟୁନିସିପାଲଟିର ୧୬ ନମ୍ବର ୱାର୍ଡ ଅନ୍ତର୍ଗତ ରେଳବାଇ କଲୋନୀ ଅଞ୍ଚଳରେ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ଶନିବାର ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦ୍ବାରା କଲୋନୀକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଉକ୍ତ ଅଞ୍ଚଳକୁ ୫ ଦିନ ପାଇଁ ସଟଡାଉନ ଭାବେ ମଧ୍ୟ ଘୋଷଣା କରାଯାଇଛି ।

ତେବେ ଆକ୍ରାନ୍ତ ଜଣକ ହୋମ କ୍ବାରେଣ୍ଟାଇନରେ ରହିଛନ୍ତି । ତଥାପି ସେ ସ୍ଥାନୀୟ ଲୋକଙ୍କ ସମ୍ପର୍କରେ ଆସିଥିବା ଜଣାପଡିଛି । ଏବେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଙ୍ଗ ଆରମ୍ଭ ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.