ETV Bharat / state

ଜଟଣୀ ପୋଲିସ ହାତରେ 4 ମୋବାଇଲ ଲୁଟେରା

author img

By

Published : Oct 19, 2019, 2:37 AM IST

ଖୋର୍ଦ୍ଧା ଜାତୀୟ ରାଜପଥରୁ  4ଜଣ ମୋବାଇଲ ଲୁଟେରାଙ୍କୁ ଗିରଫ କରିଛି ଜଟଣୀ ଥାନା ପୋଲିସ । ଲୁଟେରାଙ୍କଠାରୁ 14ଟି ସ୍ମାର୍ଟ ଫୋନ ଏବଂ ଗୋଟିଏ ଦାମୀ ମଟରସାଇକେଲ ଜବତ ।

ଫଟୋ ସୌଜନ୍ୟ: ପ୍ରତିନିଧି ଖୋର୍ଦ୍ଧା

ଖୋର୍ଦ୍ଧା: ଜଟଣୀ ଥାନା ପୋଲିସ ଶୁକ୍ରବାର 4ଜଣ ମୋବାଇଲ ଲୁଟେରାଙ୍କୁ ଗିରଫ କରିଛି । ଜାତୀୟ ରାଜପଥରୁ ଏହି ଲୁଟେରାମାନଙ୍କୁ ପୋଲି ଗିରଫ କରିଥିବା ନେଇ ସୂଚନା ମିଳିଛି ।

ପୋଲିସ ଲୁଟେରାଙ୍କଠାରୁ 14ଟି ସ୍ମାର୍ଟ ଫୋନ ଏବଂ ଗୋଟିଏ ଦାମୀ ମଟର ସାଇକେଲ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଜଟଣୀ ଅଧିନସ୍ଥ ବେଣାପଞ୍ଜରୀ ଗ୍ରାମର ମହମଦ ଅପତାର, ଅଜୁ, ରାଜୁ, ମଙ୍ଗୁଲୁ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

Intro:4ଲୁଟେରାଙ୍କୁ ଗିରଫ କଲା ଜଟଣୀ ପୋଲିସ

Body:ଖୋର୍ଦ୍ଧା : ଜଟଣୀ ଥାନା ପୋଲିସ ଆଜି 4ଜଣ ମୋବାଇଲ ଲୁଟେରାଙ୍କୁ ଗିରଫ କରିଛି । ଆଜି ଜଟଣୀ ଥାନା ପୋଲିସ ଜାତୀୟ ରାଜପଥରୁ ଏମାନଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ 14ଟି ସ୍ମାର୍ଟ ଫୋନ ଏବଂ ଗୋଟିଏ ଦାମୀ ମଟର ସାଇକେଲ ଜବତ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଜଟଣୀ ଅଧିନସ୍ଥ ବେଣାପଞ୍ଜରୀ ଗ୍ରାମର ମହମଦ ଅପତାର,ଅଜୁ,ରାଜୁ,ମଙ୍ଗୁଲୁ ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.