ETV Bharat / state

2ବର୍ଷ ପରେବି ପ୍ରକାଶ ପାଇନି ପରୀକ୍ଷାଫଳ, ଚାପରେ ପରୀକ୍ଷାର୍ଥୀ

2017 ମସିହାରେ ବାରିପଦାର ଏମପିସି ସ୍ବୟଂଶାସିତ କଲେଜର 37 ଜଣ ଛାତ୍ରଛାତ୍ରୀ ବାଣିଜ୍ୟ, ଓଡ଼ିଆ, ଇଂରାଜୀ, ରାଜନୀତି ବିଜ୍ଞାନରେ ବିଧିବଦ୍ଧ ଭାବରେ ଏମଫିଲ ପରୀକ୍ଷା ଦେଇଥିଲେ । ହେଲେ ଆଜି ପର୍ଯ୍ୟନ୍ତ ତାଙ୍କର ରେଜଲ୍ଟ ପ୍ରକାଶ ପାଇନାହିଁ ।

author img

By

Published : Jun 27, 2019, 7:04 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଅନ୍ଧକାର ଭିତରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । 2017 ମସିହାରେ ବାରିପଦାର ଏମପିସି ସ୍ବୟଂଶାସିତ କଲେଜର 37 ଜଣ ଛାତ୍ରଛାତ୍ରୀ ବାଣିଜ୍ୟ, ଓଡ଼ିଆ, ଇଂରାଜୀ, ରାଜନୀତି ବିଜ୍ଞାନରେ ବିଧିବଦ୍ଧ ଭାବରେ ଏମଫିଲ ପରୀକ୍ଷା ଦେଇଥିଲେ । ହେଲେ ଆଜି ପର୍ଯ୍ୟନ୍ତ ସେମାନଙ୍କ ରେଜଲ୍ଟ ପ୍ରକାଶ ପାଇନାହିଁ । ଫରୀକ୍ଷାଫଳରେ ଏଭଳି ଅବ୍ୟବସ୍ଥା ନେଇ ତେଜିଛନ୍ତି ପରୀକ୍ଷାର୍ଥୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ସମସ୍ତ ସେମିଷ୍ଟାର ସହ ମୌଖିକ ପରୀକ୍ଷା, ତାପରେ ରିସର୍ଚ୍ଚ ପେପର ଦେଇ ସାରିବା ପରେ କଲେଜ କର୍ତ୍ତୃପକ୍ଷ କିଭଳି ପରୀକ୍ଷାଫଳ ବାହାର କରିବେ ସେ ନେଇ ଚିନ୍ତା କରୁ ନାହାନ୍ତି ବୋଲି ପରୀକ୍ଷାର୍ଥୀ ଦାବି ରଖିଛନ୍ତି । ଜୁଲାଇ ଶେଷ ସୁଦ୍ଧା ତାଙ୍କ ରେଜଲ୍ଟ ପ୍ରକାଶ ନ କରାଯାଏ ତେବେ ଧାରଣାରେ ବସିବେ ବୋଲି ଆଜି ଗଣମାଧ୍ୟମ ସମ୍ମୁଖରେ ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ବାଇଟBody:ଭିଯୁଆଲConclusion:ବାଇଟ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.