ETV Bharat / state

ସାରୁଅରେ ମହିଳା ବିକାଶ ସମିତି ଘର ପାଚେରୀ ଭାଙ୍ଗିବା ପ୍ରସଙ୍ଗ, ଇସ୍ତଫା ଦେଲେ ସମିତି ସଭ୍ୟା - ଖୋର୍ଦ୍ଧା ଖବର

ସାରୁଅରେ ଘରୋଇ ଗଣମାଧ୍ୟମ ସଂସ୍ଥା କରିଥିବା ମହିଳା ବିକାଶ ସମିତି ଘର ପାଚେରୀକୁ ଜିଲ୍ଲା ପ୍ରଶାସନ ଭାଙ୍ଗିବା ପ୍ରସଙ୍ଗରେ ଗତ 24ରେ ମହିଳା ବିକାଶ ସମିତିର ସମସ୍ତ ସଭ୍ୟା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଅଧିକ ପଢନ୍ତୁ...

ସାରୁଅରେ ମହିଳା ବିକାଶ ସମିତି ଘର ପାଚେରୀ ଭାଙ୍ଗିବା ପ୍ରସଙ୍ଗ, ଇସ୍ତଫା ଦେଲେ ସମିତି ସଭ୍ୟା

author img

By

Published : Oct 27, 2020, 8:49 PM IST

ଖୋର୍ଦ୍ଧା: ସାରୁଅରେ ଘରୋଇ ଗଣମାଧ୍ୟମ ସଂସ୍ଥା କରିଥିବା ମହିଳା ବିକାଶ ସମିତି ଘର ପାଚେରୀକୁ ଜିଲ୍ଲା ପ୍ରଶାସନ ଭାଙ୍ଗିବା ପ୍ରସଙ୍ଗ । ଏନେଇ ଗତ 24 ତାରିଖରେ ମହିଳା ବିକାଶ ସମିତିର ସମସ୍ତ ସଭ୍ୟା ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

ସାରୁଅରେ ମହିଳା ବିକାଶ ସମିତି ଘର ପାଚେରୀ ଭାଙ୍ଗିବା ପ୍ରସଙ୍ଗ, ଇସ୍ତଫା ଦେଲେ ସମିତି ସଭ୍ୟା
ସାରୁଅରେ ମହିଳା ବିକାଶ ସମିତି ଘର ପାଚେରୀ ଭାଙ୍ଗିବା ପ୍ରସଙ୍ଗ, ଇସ୍ତଫା ଦେଲେ ସମିତି ସଭ୍ୟା

ସୂଚନାନୁସାରେ, ଚଳିତ ମାସ 16 ତାରିଖରେ ଜିଲ୍ଲାପାଳଙ୍କ ନିକଟରେ ଏନେଇ ମହିଳା ବିକାଶ ସମିତିର ସଭ୍ୟାମାନେ ଫେରାଦ ହୋଇଥିଲେ । ପରେ 17 ତାରିଖରେ ସେମାନଙ୍କ ସହିତ ଜିଲ୍ଲା ପ୍ରଶାସନ ଆଲୋଚନା କରିଥିଲା ଓ ସେମାନଙ୍କ ଅଭିଯୋଗ ଶୁଣିଥିଲା । ସେମାନଙ୍କ ଅଭିଯୋଗ ଅନୁସାରେ କିପରି ବିନା ନୋଟିସରେ ମହିଳା ବିକାଶ ସମିତି ଘର ପାଚେରୀ ଭଙ୍ଗାଯାଇଛି ।

ସେହିପରି ମହିଳା ବିକାଶ ସମିତି ଦେଇଥିବା ଇସ୍ତଫା ଅନୁସାରେ ଗଣମାଧ୍ୟମ ସଂସ୍ଥା ସାରୁଅରେ ହରିଜନ ଲୋକଙ୍କ ଜମିକୁ ଠମି ନେବା ସହିତ ସାଗମାଛ ଦରରେ ସେମାନଙ୍କ ଠାରୁ କିଣି ନେଇଛି । ଜମି କିଣିବା ବେଳେ ଦେଇଥିବା ପ୍ରତିଶ୍ରୁତି ମଧ୍ୟ ପାଳନ କରିନାହିଁ । ଏକଥା ଜାଣିବା ପରେ ସେମାନେ ଇସ୍ତଫା ଦେଇଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.