ETV Bharat / state

ପ୍ରେମ ପ୍ରତାରଣା ପରେ ଧୋକା ଦେଲା ଠକ ସ୍ବାମୀ, ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ତ ହେଲେ ମହିଳା - khordha news

ପ୍ରଥମେ ଯୁବତୀଙ୍କୁ ଭଲପାଇ ବିବାହ କରିଥିଲେ । ଆଉ ଶାରୀରିକ ସମ୍ପର୍କ ବି ରଖିଥିଲେ । କିନ୍ତୁ ଶେଷରେ ଧୋକା ଦେଇ ଚମ୍ପଟ ମାରିଛନ୍ତି ସ୍ବାମୀ । ଅଧିକ ପଢନ୍ତୁ...

husband cheated after love affair,woman at sps door seeking justice
ପ୍ରେମ ପ୍ରତାରଣା ପରେ ଧୋକା ଦେଲା ଠକ ସ୍ବାମୀ, ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ତ ହେଲେ ମହିଳା
author img

By

Published : Jan 4, 2021, 10:47 PM IST

ଖୋର୍ଦ୍ଧା : ଲଭ, ସେକ୍ସ ଆଉ ଧୋକା । ପ୍ରଥମେ ଯୁବତୀଙ୍କୁ ଭଲପାଇ ବିବାହ କରିଥିଲେ । ଆଉ ଶାରୀରିକ ସମ୍ପର୍କ ବି ରଖିଥିଲେ । କିନ୍ତୁ ଶେଷରେ ଧୋକା ଦେଇ ଚମ୍ପଟ ମାରିଛନ୍ତି ଠକ ସ୍ବାମୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧାର ଜଙ୍କିଆ ଥାନା ରମାବିଲି ଗାଁରେ । ଗାଁର ଗଗନ ହରିଚନ୍ଦନ ସେହି ଗାଁର ଜୈନିକ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ବିବାହ ପ୍ରତାରଣା କରି ବିବାହ କରିଥିଲା । ଆଉ ସେମାନଙ୍କର ଏକ ସନ୍ତାନ ମଧ୍ୟ ରହିଛି । କିନ୍ତୁ ଶେଷରେ ଗଗନ ତାଙ୍କୁ ଧୋକା ଦେଇ ଚାଲି ଯାଇଥିଲେ । ଏପରିକି ମହିଳାଙ୍କ ଶାଶୁଘର ମଧ୍ୟ ତାଙ୍କୁ ଘରେ ପଶାଇ ଦେଉ ନ ଥିବା କହିଛନ୍ତି ଅଭିଯୋଗକାରିଣୀ ।

ପ୍ରେମ ପ୍ରତାରଣା ପରେ ଧୋକା ଦେଲା ଠକ ସ୍ବାମୀ, ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ତ ହେଲେ ମହିଳା

ସେପଟେ ନ୍ୟାୟ ପାଇବା ପାଇଁ ମହିଳା ଜଣକ ଗତବର୍ଷ ଜଙ୍କିଆ ଥାନାରେ ଅଭିଯୋଗ କରିଥିଲେ। ହେଲେ ପୋଲିସ ଏଯାଏଁ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇନାହିଁ । ନ୍ୟାୟ ପାଇବା ନେଇ ମହିଳା ଜଣଙ୍କ ଏସପିଙ୍କ ଦ୍ବାରସ୍ତ ହୋଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.