ETV Bharat / state

ହୀରକ ଜୟନ୍ତୀ ମହାସମାରୋହକୁ ଉଦଘାଟିତ କଲେ ରାଜ୍ୟପାଳ - ଖୋର୍ଦ୍ଧା ପିଏନ କଲେଜ

ଖୋର୍ଦ୍ଧାର ପିଏନ କଲେଜର ହୀରକ ଜୟନ୍ତୀ ଉତ୍ସବ ଆରମ୍ଭ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ ।

PN college
ହୀରକ ଜୟନ୍ତୀ ମହାସମାରୋହକୁ ଉଦଘାଟିତ କଲେ ରାଜ୍ୟପାଳ
author img

By

Published : Jan 27, 2020, 3:12 PM IST

ଖୋର୍ଦ୍ଧା: ପ୍ରାଣନାଥ ସ୍ବଂୟଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ ମହାସମାରୋହ ଉଦଘାଟିତ ହୋଇଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଆନୁଷ୍ଠାନିକ ରୂପେ ଏହି ଉତ୍ସବକୁ ଉଦଘାଟନ କରିଛନ୍ତି ।

ହୀରକ ଜୟନ୍ତୀ ମହାସମାରୋହକୁ ଉଦଘାଟିତ କଲେ ରାଜ୍ୟପାଳ

ଏହି କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ରୂପେ କଲେଜ ପରିଚାଳନା କମିଟି ସଭାପତି ଜିତୁ ମିତ୍ର ଓ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ପିଏନ କଲେଜର ଅଧ୍ୟକ୍ଷା ସୌଦାମିନୀ ଦାସ ଏହି ମଞ୍ଚରେ ସଭାପତିତ୍ବ କରିଥିଲେ । ଏହି ଅବସରପ୍ରାପ୍ତ ଅଧ୍ୟକ୍ଷ ଓ କୃତି ପୁରାତନ ବିଦ୍ୟାର୍ଥୀଙ୍କୁ ସମ୍ମାନିତ କରାଯାଇଥିଲା । ହୀରକ ଜୟନ୍ତୀ ସମାରୋହ ଆସନ୍ତାକାଲି ଉଦଯାପିତ ହେବ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ହୀରକ ଜୟନ୍ତୀ ମହାସମାରୋହକୁ ଉଦଘାଟିତ କଲେ ରାଜ୍ୟପାଳ

Body:ଖୋର୍ଦ୍ଧା : ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ ମହାସମାରୋହରେ ଆଜି ଉଦଘାଟିତ ହୋଇଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଆନୁଷ୍ଠାନିକ ରୂପେ ଉତ୍ସବକୁ ଉଦ୍ଘାଟନ କରିଛନ୍ତି । ସମ୍ମାନୀତ ଅତିଥି ରୂପେ କଲେଜ ପରିଚାଳନା କମିଟି ସଭାପତି ଜିତୁ ମିତ୍ର ଓ ଖଣ୍ଡପଡା ବିଧାୟକ ସୌମ୍ୟ ରଂଜନ ପଟନାୟକ ପ୍ରମୁଖ ଯୋଗଦେଇଥିବାବେଳେ ପି ଏନ୍ କଲେଜର ଅଧ୍ୟକ୍ଷା ସୌଦାମିନୀ ଦାସ ମଂଚରେ ସଭାପତିତ୍ବ କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଓ କୃତି ପୁରାତନ ବିଦ୍ୟାର୍ଥୀ ମାନଙ୍କୁ ସମ୍ମାନିତ କରାଯାଇଥିଲା । ହୀରକ ଜୟନ୍ତୀ ସମାରୋହ ଆସନ୍ତା କାଲି ଉଜ୍ଜାପିତ ହେବ ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା,ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.