ETV Bharat / state

ଡ୍ରେନରେ ଭାସୁଛି ସରକାରୀ ଔଷଧ - ସରକାରୀ ଔଷଧ

ରାଜା ବଜାରର ମୁଖ୍ୟ ଡ୍ରେନରେ ଏହି ମେଡିସିନ୍ ଭାସୁଥିଲା । ଜୋରଦାର ବର୍ଷା କାରଣରୁ ଡ୍ରେନ ଜାମ ହୋଇଥିଲା । ଫଳରେ ମେଡିସିନ୍ ଉପରେ ଭାସିଥିଲା । ଅଧିକ ପଢନ୍ତୁ...

ଡ୍ରେନରେ ଭାସୁଛି ସରକାରୀ ଔଷଧ
ଡ୍ରେନରେ ଭାସୁଛି ସରକାରୀ ଔଷଧ
author img

By

Published : Jul 7, 2020, 11:04 PM IST

ଖୋର୍ଦ୍ଧା: ପୁଣି ଫିଙ୍ଗା ଯାଉଛି ସରକାର ଯୋଗାଉଥିବା ଔଷଧ । ଏହିଭଳି ଘଟଣା ଦେଖିବାକୁ ମିଳିଛି ଜଟଣୀ ରାଜା ବଜାର ଅଞ୍ଚଳରେ । ସ୍ଥାନୀୟ ଲୋକ ଦେଖି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଏହା ସମ୍ପର୍କରେ ସୂଚନା ଦେଇଥିଲେ ।

govt medicine thrown in the drain at Khordha
ଡ୍ରେନରେ ଭାସୁଛି ସରକାରୀ ଔଷଧ

ସୂଚନା ଅନୁସାରେ ରାଜା ବଜାରର ମୁଖ୍ୟ ଡ୍ରେନରେ ଏହି ମେଡିସିନ୍ ଭାସୁଥିଲା । ଜୋରଦାର ବର୍ଷା କାରଣରୁ ଡ୍ରେନ ଜାମ ହୋଇଥିଲା । ଫଳରେ ମେଡିସିନ୍ ଉପରେ ଭାସିଥିଲା ।

ଡ୍ରେନରେ ଭାସୁଛି ସରକାରୀ ଔଷଧ

ସେହି ଅଞ୍ଚଳର କାବୁଲି ମହାରଣା ଏହା ଦେଖିବାକୁ ପାଇଥିଲେ । ପରେ ଏହାକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜଣାଇଥିଲେ । କାହିଁକି ଓ କେଉଁ ପରିସ୍ଥିତିରେ ଏପରି ହୋଇଛି ଏହା ଉପରେ ତାହାର ତଦନ୍ତ ଦାବି କରିଛନ୍ତି ।

ତେବେ ମେଡିସିନ୍ ଏକ୍ସପାୟାରି ହୋଇନଥିବା ଜଣାପଡିଛି । ଏହିସବୁ ମେଡିସିନ୍ ଗର୍ଭବତୀ ମହିଳାଙ୍କୁ ଯୋଗାଇ ଦିଆଯାଇଥାଏ ବୋଲି ତଦନ୍ତ ପରେ ଜାଣିବାକୁ ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.