ETV Bharat / state

୮୩୩ ଛାତ୍ରଛାତ୍ରୀଙ୍କୁ ସ୍ନାତକୋତ୍ତର ଡିଗ୍ରୀ ପ୍ରଦାନ କଲେ ରାଜ୍ୟପାଳ - ସିଭିରମଣ ଗ୍ଲୋବାଲ ବିଶ୍ୱ ବିଦ୍ୟାଳୟରେ ରାଜ୍ୟପାଳ

ସିଭିରମଣ ଗ୍ଲୋବାଲ ବିଶ୍ୱ ବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଭବିଷ୍ୟତ ଗଠନରେ ଶିକ୍ଷାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ଅଧିକ ପଢନ୍ତୁ

୮୩୩ ଛାତ୍ରଛାତ୍ରୀଙ୍କୁ ସ୍ନାତକତ୍ତୋର ଡିଗ୍ରୀ ପ୍ରଦାନ କଲେ ରାଜ୍ୟପାଳ

author img

By

Published : Mar 5, 2022, 8:34 PM IST

ଖୋର୍ଦ୍ଧା: ସିଭିରମଣ ଗ୍ଲୋବାଲ ବିଶ୍ୱ ବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଭବିଷ୍ୟତ ଗଠନରେ ଶିକ୍ଷାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଥିଲେ । ସେହିଭଳି ସିଭି ରମଣ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ସତ୍ୟନାରାୟଣ ସ୍ୱାଗତ ଭାଷଣ ଦେଇଥିଲେ ।

୮୩୩ ଛାତ୍ରଛାତ୍ରୀଙ୍କୁ ସ୍ନାତକତ୍ତୋର ଡିଗ୍ରୀ ପ୍ରଦାନ କଲେ ରାଜ୍ୟପାଳ

ସିଭିରମଣ ବିଶ୍ୱବିଦ୍ୟାଳୟର ସଭାପତି ସଞ୍ଜୀବ କୁମାର ରାଉତ ଶିକ୍ଷାର ମହତ୍ୱ ଉପରେ ଆଲୋକପାତ କରିଥିଲେ । ବିଶ୍ୱ ବିଦ୍ୟାଳୟ ଡିଗ୍ରୀ ହାସଲ କରିଥିବା ୮୩୩ ଛାତ୍ରଛାତ୍ରୀଙ୍କୁ ସ୍ନାତକତ୍ତୋର ପ୍ରଦାନ କରିଛନ୍ତି । ଏଥିରେ ରାଜ୍ୟପାଳ ୧୭ ଜଣ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଶିକ୍ଷାରେ କୃତିତ୍ବ ପାଇଁ ସ୍ବର୍ଣ୍ଣପଦକରେ ସମ୍ମାନିତ କରିଛନ୍ତି । ବିଶିଷ୍ଟ ଶିକ୍ଷାବିତ ପଦ୍ମବିଭୂଷ ରଘୁନାଥ ଅନନ୍ତ ଏହି ଉତ୍ସବରେ ଭର୍ଚୁଆଲରେ ଅତିଥି ରୂପେ ଯୋଗ ଦେଇଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.