ETV Bharat / state

ବ୍ୟବସାୟୀଙ୍କ ବାଇକ ଡିକି ଭାଙ୍ଗି ସୁନା ରୂପା ଅଳଙ୍କାର ଲୁଟ

author img

By

Published : Dec 19, 2020, 4:20 PM IST

ଖୋର୍ଦ୍ଧାରେ ପୁଣି ମାତିଲେ ଗହଣା ଲୁଟେରା । ସୁନା ବ୍ୟବସାୟୀଙ୍କ ଠାରୁ ବାଇକ ଡିକି ଭାଙ୍ଗି ବିପୁଳ ପରିମାଣର ଗହଣା ଲୁଟ । ପଢନ୍ତୁ ଅଧିକ.....

ବ୍ୟବସାୟୀଙ୍କ ବାଇକ ଡିକି ଭାଙ୍ଗି ସୁନା ରୁପା ଅଳଙ୍କାର ଲୁଟ

ଖୋର୍ଦ୍ଧା: ପୁଣି ମାତିଲେ ଗହଣା ଲୁଟେରା । ଟାର୍ଗେଟ କେତେବେଳେ ମହିଳା ତ କେତେବେଳେ ପୁଣି ସୁନା ବ୍ୟବସାୟୀ। ସେହିପରି ଆଜି ୧୬ ନଂ ଜାତୀୟ ରାଜପଥରେ ଯାଆଁଳା ଛକରେ ଜଣେ ସୁନା ଅଳଙ୍କାର ବ୍ୟବସାୟୀଙ୍କ ଠାରୁ ଲୁଟିନେଲେ ସୁନା ଗହଣା ।

ମିଳିଥିବା ସୂଚନା ଅନୁସାରେ ଭଗବାନ ସୁବୁଦ୍ଧି ନାମକ ଜଣେ ଅଳଙ୍କାର ବ୍ୟବସାୟୀ ନିଜ ବାଇକରେ ସୁନା ରୁପା ଅଳଙ୍କାର ଧରି ବାଇକରେ ଦୋକାନକୁ ଯାଉଥିଲେ । ଏକ ଚା ଦୋକାନରେ ବାଇକ ରଖି ଚା ପିଉଥିବାବେଳେ ବାଇକ ଡିକି ଭାଙ୍ଗି ସୁନା, ରୂପା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ।

ପ୍ରାୟ ୬୦ ଗ୍ରାମ ସୁନା ଓ ୧୫୦ ଗ୍ରାମ ରୂପା ଅଳଙ୍କାର ଲୁଟ ହୋଇଥିବା ବ୍ୟବସାୟୀ ଜଣଙ୍କ ସୂଚନା ଦେଇଛନ୍ତି। ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.