ETV Bharat / state

ଖୋର୍ଦ୍ଧାରେ ଘନ କୁହୁଡିର ଆସ୍ତରଣ

ଗତ ଦୁଇ ଦିନ ଧରି ଖୋର୍ଦ୍ଧାରେ ଦେଖିବାକୁ ମିଳିଛି ଘନ କୁହୁଡି । ଫାଲଗୁନ ମାସରେ କୁହୁଡିକୁ ଦେଖି ଚାଷୀଙ୍କୁ ଚିନ୍ତା ଘାରିଲାଣି । ଅଧିକ ପଢନ୍ତୁ...

ଖୋର୍ଦ୍ଧାରେ ଘନ କୁହୁଡି
ଖୋର୍ଦ୍ଧାରେ ଘନ କୁହୁଡି
author img

By

Published : Mar 14, 2020, 7:41 AM IST

Updated : Mar 14, 2020, 7:51 AM IST

ଖୋର୍ଦ୍ଧା: ପାଗରେ ପରିବର୍ତ୍ତନ ହୋଇ ଦୁଇ ଦିନ ଧରି ଖୋର୍ଦ୍ଧାରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି । କୁହୁଡି ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେବା ସହ ଗାଡି ଚଳାଚଳରେ ବାଧା ପ୍ରାପ୍ତ ହୋଇଛି । ସେହିପରି ଫାଲଗୁନ ମାସରେ ଏପରି କୁହୁଡି କେବେ ହୋଇନଥିବାରୁ ରବି ଫସଲ ଓ ପରିବା ଫସଲ କରିଥିବା ଚାଷୀମାନେ ଚିନ୍ତାରେ ପଡିଛନ୍ତି । କୁହୁଡି ଯୋଗୁଁ ଫସଲରେ ପୋକ ଲାଗିବାର ଚିନ୍ତା ଚାଷୀକୁ ଘାରିଛି ।

ଖୋର୍ଦ୍ଧାରେ ଘନ କୁହୁଡି

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Mar 14, 2020, 7:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.