ETV Bharat / state

ମତ୍ସ୍ୟଜୀବୀଙ୍କ ବାଟରେ କଣ୍ଟା ସାଜିଛି ନଳ ଓ ରାଜଦଳ - khordha

ଚିଲିକାର ଧିବରଙ୍କ ଜୀବିକାରେ ବାଧକ ସାଜିଛି ନଳ ଓ ରାଜଦଳ । ଯାହାକୁ ନେଇ୍ ଚିନ୍ତାରେ ପଡିଛନ୍ତି ମସ୍ୟଜୀବୀମାନେ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Jun 19, 2019, 9:06 AM IST

ଖୋର୍ଦ୍ଧା: ମତ୍ସଜୀବୀଙ୍କୁ ଅଡୁଆରେ ପକାଉଛି ଚିଲିକାର ନଳ ଓ ରାଜଦଳ । ଚିଲିକାର କୁଳେ କୁଳେ ନଳ ଓ ରାଜଦଳ କାୟା ବିସ୍ତାର କରିଥିବାରୁ ଡ଼ଙ୍ଗା ଚଳାଇବା ଏକ ପ୍ରକାର କଷ୍ଟସାଧ ହୋଇ ପଡିଛି ମତ୍ସ୍ୟଜୀବୀଙ୍କ ପାଇଁ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଚିଲିକା ନୀଳ ଗଭୀର ଜଳରାଶିରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗି ପଡିଛି ନଳ ଓ ରାଜଦଳ । ଫଳରେ ଚିଲିକାରେ ଡ଼ଙ୍ଗା ଚଳାଇବାରେ ବ୍ୟାଘାତ ସୃଷ୍ଟି ହେଉଛି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ମସ୍ୟଜୀବୀମାନେ। ଚିଲିକା କୂଳରେ ମାଡି ଚାଲିଥିବା ନଳ ଓ ରାଜଦଳ ଯୋଗୁଁ ଏହାକୁ ପାରି କରି ଡ଼ଙ୍ଗା ଚଳାଇବାରେ ଏକ ପ୍ରକାର ମୁସ୍କିଲ ହୋଇପଡିଛି ଧୀବରଙ୍କ ପାଇଁ ।

ଏହା ଦିନକୁ ଦିନ ମାଡି ଆସୁଥିବାରୁ ପାଖାପାଖି ଗାଁମାନଙ୍କରେ ରାତି ହେଲେ ମଶା ବଢ଼ି ବାରେ ଲାଗିଛି ଯାହାଫଳରେ ଏଠି ସାଧାରଣ ଲୋକ ଏଠି ଚଳିବା କଷ୍ଟକର ହେଉଛି । ଆଉ ଏହି ସମସ୍ୟାକୁ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣ ଲୋକ ଦାବି କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:visual

Body:byte

Conclusion:script through wrap

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.