ETV Bharat / state

ବ୍ୟବସାୟିକ ପ୍ରତିଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ

ଖୋର୍ଦ୍ଧାରେ ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ କରିଛି ଅଗ୍ନିଶମ ବିଭାଗର । ଅଧିକ ପଢନ୍ତୁ

ଖୋର୍ଦ୍ଧାରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଅଗ୍ନିଶମ ବିଭାଗର ଯାଞ୍ଚ

author img

By

Published : May 17, 2022, 11:01 AM IST

ଖୋର୍ଦ୍ଧା: ଜିଲ୍ଲାର ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନରେ ଅଗ୍ନିଶମ ବିଭାଗର ଯାଞ୍ଚ । ହୋଟେଲ, କଲ୍ୟାଣ ମଣ୍ଡପ ଓ ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ଅଗ୍ନିଶମ ବିଭାବ ପକ୍ଷରୁ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ କରାଯାଇଛି । ପ୍ରତିଷ୍ଠାନ ଗୁଡିକରେ ଅଗ୍ନି କାଣ୍ଡ ଜନିତ ଦୁର୍ଘଟଣା ଘଟିଲେ ନିରାପତ୍ତା ପାଇଁ କଣ କଣ ଉପକରଣ ଲାଗିଛି । ବାହାରକୁ ଯିବା ପାଇଁ କେତୋଟି ପ୍ରସ୍ଥାନ ଦ୍ଵାର ଅଛି, ସବୁକୁ ଯାଞ୍ଚ କରାଯାଇଛି । ଅତିରିକ୍ତ ଫାୟାର ଅଫିସରଙ୍କ ନେତୃତ୍ଵରେ ସାତ ଜଣିଆ ଟିମ୍ ଏହି ନିରାପତ୍ତା ଯାଞ୍ଚରେ ସାମିଲ ହୋଇଥିଲେ । ପୂର୍ବରୁ ପେଟ୍ରୋଲ ପମ୍ପ, ଘରୋଇ ହସ୍ପିଟାଲ ଯାଞ୍ଚ ଚାଲିଥିଲା । ସେହିପରି ଯେଉଁ ସଂସ୍ଥା ମାନଙ୍କରେ ଅଗ୍ନି ସୁରକ୍ଷା ଉପକରଣ ନାହିଁ ସେମାନଙ୍କୁ ନୋଟିସ କରାଯାଇଥିବା ଜଣାପଡିଛି ।

ଖୋର୍ଦ୍ଧାରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଅଗ୍ନିଶମ ବିଭାଗର ଯାଞ୍ଚ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.