ETV Bharat / state

ପ୍ରତୀକ୍ଷାର ଅନ୍ତ, ଖୋଲିଲା ବମିଖାଲ ଓଭର ବ୍ରିଜ - Bhubaneswar

ବହୁ ପ୍ରତୀକ୍ଷାର ଅନ୍ତ ଘଟି ଶେଷରେ ଉଦଘାଟିତ ହେଲା ବମିଖାଲ ଓଭର ବ୍ରିଜ ।ପ୍ରାୟ 40 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଓଭର ବ୍ରିଜ ରହିଛି 1541 ମିଟର ଲମ୍ବ ।

ଫଟୋ ସୌଜନ୍ୟ: ସମ୍ବାଦାଦାତା, ବିକାଶ
author img

By

Published : Feb 21, 2019, 11:40 AM IST

ଭୁବନେଶ୍ବର: ବହୁ ପ୍ରତୀକ୍ଷାର ଅନ୍ତ ଘଟି ଶେଷରେ ଉଦଘାଟିତ ହେଲା ବମିଖାଲ ଓଭର ବ୍ରିଜ । ଆଜି (ବୁଧବାର) ସନ୍ଧ୍ୟାରେ ଏକ ବ୍ୟସ୍ତ ବହୁଳ ବ୍ରିଜକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାୟ 40 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଓଭର ବ୍ରିଜ ରହିଛି 1541 ମିଟର ଲମ୍ବ ।

ସୂଚନାନୁୟାୟୀ, 2012ରେ ଓଭର ବ୍ରିଜର କାମ ଆରମ୍ଭ ହୋଇଥିଲା । କିନ୍ତୁ ନିର୍ମାଣ କାମ ସରିବାକୁ ଲାଗିଥିଲା ଦୀର୍ଘ 7 ବର୍ଷ । ନିର୍ମାଣଧିନ ଅବସ୍ଥାରେ 2ଥର ବ୍ରିଜ ଭୁଶୁଡିବା ଘଟଣା ବିବାଦ ଘେରକୁ ଆସିଥିଲା ।

ଏହି ବ୍ରିଜ ନିର୍ମାଣ ଦ୍ବାରା ବମିଖାଲ ଠାରୁ ସହିଦ ନଗର ରାସ୍ତା ଏବଂ ସହିଦ ନଗର ଠାରୁ ରସୁଲଗଡ ଯାଏ ଯାତାୟତ କରିବାକୁ ସୁବିଧା ହେବ । ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ କରିବାରେ ଏହି ବ୍ରିଜ ସହାୟକ ହେବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Intro:Body:

KAUSIK TESTING

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.