ETV Bharat / state

ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲା: EDରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁ

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲା । ଇଡିରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁ । ଅଧିକ ପଢ଼ନ୍ତୁ

film producer pramod swain appeared in ed
ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲା: ଇଡିରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ
author img

By

Published : Nov 29, 2022, 11:39 AM IST

Updated : Nov 29, 2022, 12:01 PM IST

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଇଡିରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁ । ପୂର୍ବରୁ ପ୍ରମୋଦଙ୍କ ଘରେ ଭଡ଼ା ରହୁଥିଲେ ଅର୍ଚ୍ଚନା । ପ୍ରମୋଦ ତାଙ୍କୁ ଜାଗମରାରେ ରହିବା ପାଇଁ ଘର ଦେଇଥିଲେ । ସେହି ଘରେ ଅର୍ଚ୍ଚନାର କଳା ସାମ୍ରାଜ୍ୟ ଆରମ୍ଭ ହୋଇଥିଲା । ଅର୍ଚ୍ଚନା ଫାଶରେ ଅନେକ ହାଇପ୍ରୋଫାଇଲ ଲୋକ ଛନ୍ଦି ହୋଇଥିବା କୁହାଯାଉଛି ।

EDରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁ

ଏହି କ୍ରମରେ ଆଜି (ମଙ୍ଗଳବାର) ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ବାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି । ତେବେ ଅର୍ଚ୍ଚନା ବାବଦରେ କ'ଣ ଜାଣିଛନ୍ତି ଏବଂ ତାଙ୍କ ସହ କେତେ ଥର‌ ଅର୍ଥ କାରବାର ହୋଇଛି ସେନେଇ ଇଡିରେ ହାଜର ହୋଇ ତଥ୍ୟ ରଖିଛନ୍ତି । ଓକିଲ ଆକାଶ ଭୁୟାଙ୍କ ଜରିଆରେ ହାଜର ହୋଇ ନିଜର ପକ୍ଷ ରଖିଛନ୍ତି ପ୍ରମୋଦ । ତେବେ ଇଡିରୁ ଆସିବା ପରେ ଏନେଇ ସବୁ କହିବେ ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 29, 2022, 12:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.