ETV Bharat / state

ମଣ୍ଡି ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଚାଷୀ - ମିଳୁନି ଟାର୍ଗେଟ

ବୌଦ୍ଧ ଜିଲ୍ଲା ବାଣପୁର ବ୍ଲକ ନିଳାଦ୍ରୀପ୍ରଶାଦ ସେବା ସମବାୟ ସମିତି ମଣ୍ଡିରେ ଲାଗି ରହିଥିବା ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଚାଷୀ । ଅଧିକ ପଢନ୍ତୁ...

ଜିଲ୍ଲାପାଳଙ୍କୁ ଭେଟିଲେ ଚାଷୀ
ଜିଲ୍ଲାପାଳଙ୍କୁ ଭେଟିଲେ ଚାଷୀ
author img

By

Published : Mar 9, 2021, 1:27 PM IST

ଖୋର୍ଦ୍ଧା: ମିଳୁନି ଟାର୍ଗେଟ । ଖୋଲୁନି ମଣ୍ଡି । ଲାଗିରହିଛି ମଣ୍ଡି ରହିଛି ସମସ୍ୟା । ବୌଦ୍ଧ ଜିଲ୍ଲା ବାଣପୁର ବ୍ଲକ ନିଳାଦ୍ରୀପ୍ରଶାଦ ସେବା ସମବାୟ ସମିତି ମଣ୍ଡିରେ ଲାଗି ରହିଥିବା ସମସ୍ୟା ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଚାଷୀ ।

ଜିଲ୍ଲାପାଳଙ୍କୁ ଭେଟିଲେ ଚାଷୀ

ବର୍ଷ ବର୍ଷ ପରିଶ୍ରମ କରି ଅମଳ କରିଥିବା ଫସଲକୁ ବିକ୍ରି ନ କରି ପାରି ଚିନ୍ତାରେ ଚାଷୀ । ମଣ୍ଡି ଖୋଲିଲେ ବି ମଣ୍ଡିରେ ଦଲାଲଙ୍କ ରାଜ । ଫଳରେ ଧାନ ବିକ୍ରି ନ କରି ପାରି ଚିନ୍ତାରେ ରହିଛି ଚାଷୀ । ବାଣପୁର ବ୍ଲକ ନିଳାଦ୍ରୀପ୍ରଶାଦ ସେବା ସମବାୟ ସମିତିରେ 112 ଜଣ ଚାଷୀଙ୍କ ମଧ୍ୟରୁ 57 ଜଣ ଚାଷୀ ଏପର୍ଯ୍ୟନ୍ତ ଥରେ ବି ହେଲେ ଧାନ ବିକ୍ରି କରି ନଥିବା ଅଭିଯୋଗ କରିଛନ୍ତି ।

ସରକାର ଦେଇଥିବା ଟୋକୋନ ଧରି ଚାଷି ଘରେ ବସିଥିବା ବେଳେ ଟାର୍ଗେଟ ମିଳି ନ ଥିବା କହି ଚାଷୀଙ୍କ ଧାନ କ୍ରୟ କରାଯାଇ ନାହିଁ । ଏ ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି ଚାଷୀ । ସମସ୍ୟାର ସମାଧାନ ନ ହେଲେ ଆଗକୁ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ଚାଷୀ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.