ETV Bharat / state

ଅଣ୍ଡା ବୋଝେଇ ପିକଅପ ଭ୍ୟାନ ଲୁଟ୍ ଘଟଣାର ପର୍ଦ୍ଦାଫାସ

ଅଣ୍ଡା ବୋଝେଇ ପିକଅପ ଭ୍ୟାନ ଲୁଟ୍ ଘଟଣାର ପର୍ଦ୍ଦାପାସ କଲା ଟାଙ୍ଗୀ ପୋଲିସ । ଅଧିକ ପଢନ୍ତୁ...

author img

By

Published : Jun 11, 2021, 9:10 AM IST

ଅଣ୍ଡା ବୋଝେଇ ପିକଅପ ଭ୍ୟାନ ଲୁଟ୍ ଘଟଣାର ପର୍ଦ୍ଦାପାସ

ଖୋର୍ଦ୍ଧା : ୧୬ନଂ ଜାତୀୟ ରାଜପଥ ଉଗ୍ରତାରା ଛକରୁ ଅଣ୍ଡା ବୋଝେଇ ପିକଅପ ଭ୍ୟାନ ଲୁଟ୍ ଘଟଣାର ପର୍ଦ୍ଦାଫାସ କଲା ଟାଙ୍ଗୀ ପୋଲିସ । ଲୁଟ ହୋଇଥିବା ପିକଅପ ଭ୍ୟାନ ସହ ୩ ଲୁଟେରା ଗିରଫ । ଏହାସହ ଲୁଟେରା ଲୁଟ ଘଟଣାରେ ବ୍ୟବହାର କରିଥିବା ବାଇକ, ତିନୋଟି ମୋବାଇଲ ଫୋନ ସହ ନଗଦ ୧୨ସହ ଟଙ୍କା ଜବତ କରିଥିବା ବାଲୁଗାଁ ଏସ୍ଡିପିଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ ଗତ ୩ତାରିଖ ବିଳମ୍ବିତ ରାତିରେ ୧୬ନଂ ଜାତୀୟ ରାଜପଥ ଟାଙ୍ଗୀ ଥାନା ଉଗ୍ରତାରା ଛକରେ ଏକ ଅଣ୍ଡା ବୋଝେଇ ପିକଅପ ଭ୍ୟାନର ଚାଳକଙ୍କୁ ୩ଟି ବାଇକ ରେ ୬ଜଣ ଲୁଟେରା ଆସି ମାଡ଼ମାରି ଲୁଟି ନେଇଥିଲେ । ଅଣ୍ଡା ବୋଝେଇ ପିକଅପ ବ୍ରହ୍ମପୁର ଗୋଳନ୍ଥରାରୁ ଜଳେଶ୍ୱର ଅଭିମୁଖେ ଯାଉଥିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.