ETV Bharat / state

ରାଉତପଡା କେନ୍ଦ୍ର ସମବାୟ ବ୍ୟାଙ୍କ ଅର୍ଥ ହେରଫେର ଘଟଣାର ତଦନ୍ତ କରିବ EOW - ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ରାଉତପଡା ଶାଖାରେ ଦେଢ଼ କୋଟିରୁ ଊର୍ଦ୍ଧ୍ଵ ଜମାଟଙ୍କା ହଡ଼ପ ଘଟଣାରେ ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ । 3 ଜଣ କର୍ମଚାରୀଙ୍କ ନାମରେ ଥାନାରେ ମାମଲା । ଅଧିକ ପଢନ୍ତୁ

EOW will investigate Rautpada Central Cooperative Bank money laundering case
ରାଉତପଡା କେନ୍ଦ୍ର ସମବାୟ ବ୍ୟାଙ୍କ ଅର୍ଥ ହେରଫେର ଘଟଣାର ତଦନ୍ତ କରିବ EOW
author img

By

Published : Apr 5, 2022, 9:24 PM IST

ଖୋର୍ଦ୍ଧା: ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ରାଉତପଡା ଶାଖାରେ ଦେଢ଼ କୋଟିରୁ ଊର୍ଦ୍ଧ୍ଵ ଜମାଟଙ୍କା ହଡ଼ପ ଘଟଣାରେ ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ । 3 ଜଣ କର୍ମଚାରୀଙ୍କ ନାମରେ ଥାନାରେ ମାମଲା ରୁଜୁ ସହ ମାମଲାର ତଦନ୍ତ ଭାର ଅର୍ଥନୈତିକ ଅପରାଧିକ ଶାଖା(EOW)କୁ ଦେବା ପାଇଁ ସୁପାରିଶ କଲେ ଖୋର୍ଦ୍ଧା ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ।

ରାଉତପଡା କେନ୍ଦ୍ର ସମବାୟ ବ୍ୟାଙ୍କ ଅର୍ଥ ହେରଫେର ଘଟଣାର ତଦନ୍ତ କରିବ EOW

ରାଉତପଡା କେନ୍ଦ୍ର ସମବାୟ ବ୍ୟାଙ୍କରେ ଗରିବ ଜମାକାରୀଙ୍କ ଦେଢ଼ କୋଟି ଟଙ୍କା ଚଳୁ କରାଯାଇଥିବା ଖବର ପ୍ରଥମେ ଇଟିଭି ଭାରତରେ ପ୍ରସାରଣ ହୋଇଥିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.