ETV Bharat / state

ହାତୀ ଆକ୍ରମଣରେ ଯୁବକ ଗୁରୁତର

ରବିବାର ଖୋର୍ଦ୍ଧାର ବେଗୁନିଆ ବ୍ଲକ କୁଞ୍ଜୁରୀ ଗ୍ରାମ ପଞ୍ଚାୟତ ଅଧିନସ୍ଥ କଣିବାରି ଗ୍ରାମର ଚାଷୀ ବୁଦ୍ଧଦେବ ପାଲଟାସିଂ ନିଜ ଜମିକୁ ନଡା ବାନ୍ଧିବାକୁ ଯାଇଥିବା ବେଳେ ତାଙ୍କୁ ଜଙ୍ଗଲୀ ହାତୀ ଆକ୍ରମଣ କରିଥିଲା। ଅଧିକ ପଢନ୍ତୁ...

author img

By

Published : Jan 12, 2020, 9:09 PM IST

ହାତୀ ଆକ୍ରମଣରେ ଯୁବକ ଗୁରୁତର
ହାତୀ ଆକ୍ରମଣରେ ଯୁବକ ଗୁରୁତର

ଖୋର୍ଦ୍ଧା: ଜଙ୍ଗଲ ଅବକ୍ଷୟ ପାଇଁ ଜନବସତି ମୁଁହା ହେଉଛନ୍ତି ଜଙ୍ଗଲୀ ହାତୀ । କେତେବେଳେ ଫସଲ ଦଳି ଚକଟି ନଷ୍ଟ କରୁଛନ୍ତି ତ ଆଉ କେତେବେଳେ ଅମଳ ହୋଇଥିବା ଫସଲକୁ ଜମିରେ ପଶି ନଷ୍ଟ କରୁଛନ୍ତି। ଏଭଳି ଘଟଣା ଖୋର୍ଦ୍ଧାରେ ବାରମ୍ବାର ଦେଖିବାକୁ ମିଳୁଛି।

ହାତୀ ଆକ୍ରମଣରେ ଯୁବକ ଗୁରୁତର

ରବିବାର ଜିଲ୍ଲାର ବେଗୁନିଆ ବ୍ଲକ କୁଞ୍ଜୁରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଣିବାରି ଗ୍ରାମର ଚାଷୀ ବୁଦ୍ଧଦେବ ପାଲଟାସିଂ ନିଜ ଜମିକୁ ନଡା ବାନ୍ଧିବାକୁ ଯାଇଥିବାବେଳେ ତାଙ୍କୁ ଜଙ୍ଗଲୀ ହାତୀ ଆକ୍ରମଣ କରିଥିଲା। ଏଥିରେ ସେ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ସ୍ଥାନୀୟ ଅଞ୍ଚଳରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ବୃଦ୍ଧି ପାଉଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଉଛି।

ଖୋର୍ଦ୍ଧାରୁ ଗୋବିନ୍ଦଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ହାତୀ ଆକ୍ରମଣରେ ଯୁବକ ଗୁରୁତର

Body:ଖୋର୍ଦ୍ଧା : ଜଙ୍ଗଲ ଅବକ୍ଷୟ ପାଇଁ ଜନବସତି ମୁଁହା ହେଉଛନ୍ତି ଜଙ୍ଗଲୀ ହାତୀ । କେତେବେଳେ ଫସଲ ଦଳି ଚକଟି ନଷ୍ଟ କରୁଛନ୍ତି ତ ଆଉ କେତେବେଳେ ଅମଳ ହୋଇଥିବା ଫସଲକୁ ବାଡ଼ିରେ ପସି ନଷ୍ଟ କରୁଛନ୍ତି । ଏଭଳି ଘଟଣା ଖୋର୍ଦ୍ଧା ଜିଲ୍ଲାରେ ବାରମ୍ବାର ଦେଖିବାକୁ ମିଳୁଛି । କିନ୍ତୁ ଆଜି ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ କୁଂଜୁରୀ ଗ୍ରାମ ପଂଚାୟତ ଅନ୍ତର୍ଗତ କଣିବାରି ଗ୍ରାମର ଚାଷୀ ବୁଦ୍ଧଦେବ ପଲଟାସିଂ ନିଜ କ୍ଷେତକୁ ନଡା ବାନ୍ଧିବାକୁ ଯାଇଥିବା ବେଳେ ତାଙ୍କ ଜଙ୍ଗଲୀ ହାତୀ ଆକ୍ରମଣ କରିଥିବା ଜଣାପଡ଼ିଛି । ହାତୀ ଆକ୍ରମଣରେ ବୁଦ୍ଧଦେବ ଗୁରୁତର ଆହତ ହୋଇ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି । ସ୍ଥାନୀୟ ଅଞ୍ଚଳରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ବୃଦ୍ଧି ପାଉଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଉଛି ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.