ETV Bharat / state

ଖୋର୍ଦ୍ଧାରେ ହାତୀ ଉପଦ୍ରବ; ଗାଁରେ ପଶି ଭାଙ୍ଗିଲେ ପାଚେରୀ, ଖାଇଲେ ଧାନ - elephant tension in begunia

ଜଙ୍ଗଲ ଛାଡି ଖାଦ୍ୟ ଅନ୍ବେଷଣରେ ଜନବସତି ମୁଁହା ହାତୀ । ଗାଁରେ ପଶି ବ୍ୟାପକ ଧନ ଜୀବନ ନଷ୍ଟ  କରୁଛନ୍ତି । ଆଜି(ବୁଧବାର) ଖୋର୍ଦ୍ଧା ବେଗୁନିଆ ବ୍ଲକ ପରିଛଳ ଗ୍ରାମରେ 2ଟି ଦନ୍ତା ହାତୀ ପଶିବା ସହ ଅନେକ କ୍ଷତି ଘଟାଇଛନ୍ତି ।

khordha
ଖୋର୍ଦ୍ଧାରେ ହାତୀ ଉପଦ୍ରବ; ଗାଁରେ ପଶି ଭାଙ୍ଗିଲେ ପାଚେରୀ, ଖାଇଲେ ଧାନ
author img

By

Published : Jan 29, 2020, 9:14 AM IST

Updated : Jan 29, 2020, 9:36 AM IST

ଖୋର୍ଦ୍ଧା: ଜଙ୍ଗଲ ଛାଡି ଖାଦ୍ୟ ଅନ୍ବେଷଣରେ ଜନବସତି ମୁଁହା ହାତୀ । ଗାଁରେ ପଶି ବ୍ୟାପକ ଧନ ଜୀବନ ନଷ୍ଟ କରୁଛନ୍ତି । ଆଜି(ବୁଧବାର) ଖୋର୍ଦ୍ଧା ବେଗୁନିଆ ବ୍ଲକ ପରିଛଳ ଗ୍ରାମରେ 2ଟି ଦନ୍ତା ହାତୀ ପଶିବା ସହ ଅନେକ କ୍ଷତି ଘଟାଇଛନ୍ତି ।

ଖୋର୍ଦ୍ଧାରେ ହାତୀ ଉପଦ୍ରବ; ଗାଁରେ ପଶି ଭାଙ୍ଗିଲେ ପାଚେରୀ, ଖାଇଲେ ଧାନ

ନିକଟ କାକୁଡିଆ ଜଙ୍ଗଲରୁ ଆସିଥିବା ଦୁଇ ଦନ୍ତା ହାତୀ ସାହି ଭିତରେ ପଶି ପାଚେରୀ ଭାଙ୍ଗିବା ସହ ଖଳାରେ ଥିବା ଧାନ ଖାଇଯାଇଛନ୍ତି । ଏହାସହ କୃଷି ଫାର୍ମରେ ପଶି କଖାରୁ ଖାଇ ଦଳିଚକଟି ନଷ୍ଟ କରିଦେଇଛନ୍ତି ।

ତେବେ ବାରମ୍ବାର ଏପରି ହାତୀ ଉପଦ୍ରବ ହେଉଥିବାରୁ ଲୋକେ ବନବିଭାଗକୁ କହିଥିଲେ ସୁଦ୍ଧା ବନବିଭାଗ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ପରିଛଳରେ ହାତୀ ଉପଦ୍ରବ

Body:ଖୋର୍ଦ୍ଧା : ଜଙ୍ଗଲ ଛାଡି ଖାଦ୍ୟ ଅନ୍ୱେଷଣରେ ଜନବସତି ମୁଁହା ଜଙ୍ଗଲୀ ହାତୀ । ସେଥିପାଇଁ ବିଭିନ୍ନ ସମୟରେ ବ୍ୟାପକ ଧନ ଜୀବନ ନଷ୍ଟ ହେଉଛି । ସେହିପରି ଆଜି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅଧୀନ ପରିଛଳ ଗ୍ରାମରେ ସକାଳୁ ପରିଛଳ କାକୁଡିଆ ଜଂଗଲରୁ ୨ଟି ଦନ୍ତା ହାତୀ ସାହି ଭିତରେ ପଶି କୈଳାସ ନାୟକଙ୍କ ପାଚେରୀ ଭାଙ୍ଗିବା ସହ ଟୁଟୁ ବଳିୟାରସିଂହଙ୍କ ଖଳାରେ ବସାଯାଇଥିଲା ଧାନ କୁ ଖାଇ ଆସବାବପତ୍ର ଭାଙ୍ଗି ଦେଇଛନ୍ତି ।ସେହିପରି ଶୁବତ୍ର ପାତାଲସିଂହଙ୍କ କୃଷି ଫାର୍ମ ଭିତରେ ପଶି ଚାଷ କରିଥିବା କଖାରୁ ଗୁଡିକୁ ଖାଇ ଦଳିଚକଟି ନଷ୍ଟ କରିଦେଇଛନ୍ତି । ସ୍ଥାନୀୟ ଅଂଚଳରୁ ହାତୀ ଘଉଡେଇବା ପାଇଁ ବାରମ୍ବାର ବନବିଭାଗକୁ ଅଭିଯୋଗ କଲେ ମଧ୍ୟ ବନବିଭାଗ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
Last Updated : Jan 29, 2020, 9:36 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.