ETV Bharat / state

ହଜରେ ହାତୀ ଉପଦ୍ରବ, ଜଙ୍ଗଲ ଛାଡି ଜନବସତି ମୁହାଁ ଗଜରାଜ

author img

By

Published : Feb 8, 2020, 9:32 PM IST

Updated : Feb 8, 2020, 11:17 PM IST

elephant attack
ହଜରେ ହାତୀ ଉପଦ୍ରବ,ଜଙ୍ଗଲ ଛାଡି ଗାଁମୁହାଁ ଗଜରାଜ

21:26 February 08

ହଜରେ ହାତୀ ଉପଦ୍ରବ,ଜଙ୍ଗଲ ଛାଡି ଗାଁମୁହାଁ ଗଜରାଜ। ଏପଟେ ହାତୀକୁ ତୁରନ୍ତ ଟ୍ରାଙ୍କୁଲାଇଜ କରିବା ଦାବିରେ ଗ୍ରାମବାସୀ ମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଅଧିକ ଖବର ପଢନ୍ତୁ...

ଖୋର୍ଦ୍ଧା: ଜଙ୍ଗଲ ଛାଡି ଜନବସତି ମୁଁହା ଜଙ୍ଗଲୀ ଜନ୍ତୁ । ଖାଦ୍ୟ ଅନ୍ବେଷଣରେ ଜନବସତିକୁ ପଶି ଘରଦ୍ବାର ଭାଙ୍ଗିବା ସହ ଜୀବନ ମଧ୍ୟ ନେଉଛନ୍ତି । ଦୀର୍ଘଦିନ ଧରି ବେଗୁନିଆ ବ୍ଲକ ହଜ ଅଞ୍ଚଳରେ ତିନୋଟି ଜଙ୍ଗଲି ହାତୀ ଉପଦ୍ରବ ଘଟାଉଥିବା ବେଳେ ଶନିବାର ପୁଣିଥରେ ଉପଦ୍ରବ କରିଛନ୍ତି । 

ହଜ ପଞ୍ଚାୟତର ନାରଗୋଦା ଗ୍ରାମରେ ଶନିବାର ସନ୍ଧ୍ୟାରେ ହାତୀ ପସି 3ଟି ମଟର ସାଇକେଲକୁ ଚକଟି ଭାଙ୍ଗି ଦେଇଥିବାବେଳେ ଜଣେ ବୃଦ୍ଧାଙ୍କୁ ଗୋଡ଼ାଇ ଲହୁଲୁହାଣ କରିଛି । ହାତୀକୁ ତୁରନ୍ତ ଟ୍ରାଙ୍କୁଲାଇଜ କରି ଅନ୍ୟତ୍ର ନେବା ପ୍ରତିବାଦରେ ଗ୍ରାମବାସୀମାନେ ଏବେ ପୁରୀ ସରଣକୁଳ ନୂଆ ଜଗନ୍ନାଥ ସଡ଼କକୁ ଟାୟାର ଜାଳି ଅବରୋଧ କରିଛନ୍ତି । ସେପଟେ ଗୁରୁତର ବୃଦ୍ଧା ସରୋଜିନୀ ମହାନ୍ତିଙ୍କୁ ଚିକିତ୍ସା ପାଇଁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ହଜରେ ହାତୀ ଉପଦ୍ରବ

Body:ଖୋର୍ଦ୍ଧା : ଜଙ୍ଗଲ ଛାଡି ଜନବସତି ମୁଁହା ଜଙ୍ଗଲୀ ଜନ୍ତୁ । ଖାଦ୍ୟ ଅନ୍ୱେଷଣରେ ଜନବସତିକୁ ପସି ଘରଦ୍ୱାର ଭାଙ୍ଗିବା ସହ ଜୀବନ ମଧ୍ୟ ନେଉଛନ୍ତି । ଦୀର୍ଘଦିନ ଧରି ବେଗୁନିଆ ବ୍ଲକ ହଜ ଅଂଚଳରେ ତିନୋଟି ଜଙ୍ଗଲୀ ହାତୀ ଉପଦ୍ରବ ଘଟାଉଥିବା ବେଳେ ଆଜି ପୁଣିଥରେ ଉପଦ୍ରବ କରିଛନ୍ତି । ହଜ ପଂଚାୟତର ନାରଗୋଦା ଗ୍ରାମରେ ଆଜି ସନ୍ଧ୍ୟାରେ ହାତୀ ପସି ତିନିଟି ମଟର ସାଇକେଲକୁ ଚକଟି ଭାଙ୍ଗି ଦେଇଥିବା ବେଳେ ଜଣେ ବୃଦ୍ଧାଙ୍କୁ ଗୋଡ଼ାଇ ଲହୁଲୁହାଣ କରିଛି । ହାତୀକୁ ତୁରନ୍ତ ଟ୍ରାଙ୍କୁଲାଇଜର ଦେଇ ଅନ୍ୟତ୍ର ନେବା ପ୍ରତିବାଦରେ ଗ୍ରାମବାସୀ ମାନେ ଏବେ ପୁରୀ ସରଣକୁଳ ନୂଆ ଜଗନ୍ନାଥ ସଡ଼କକୁ ଟାୟାର ଜାଳି ଅବରୋଧ କରିଛନ୍ତି । ସେପଟେ ଗୁରୁତର ବୃଦ୍ଧା ସରୋଜିନୀ ମହାନ୍ତିଙ୍କୁ ଚିକିତ୍ସା ନିମନ୍ତେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
Last Updated : Feb 8, 2020, 11:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.