ETV Bharat / state

ଖୋର୍ଦ୍ଧାରେ ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ - ବ୍ୟାପକ ଫସଲ ନଷ୍ଟ

ଖୋର୍ଦ୍ଧାରେ ହାତୀ ଉପଦ୍ରବ । ବ୍ୟାପକ ମାତ୍ରାରେ ଫସଲ ନଷ୍ଚ କଲେ ହାତୀ ।

ଖୋର୍ଦ୍ଧାରେ ହାତୀ ଉପଦ୍ରବ: ବ୍ୟାପକ ଫସଲ ନଷ୍ଟ
author img

By

Published : Oct 9, 2019, 11:22 AM IST

ଖୋର୍ଦ୍ଧା: ରାମେଶ୍ବର ଅଞ୍ଚଳରେ ମାତିଛନ୍ତି ହାତୀ ପଲ । ରାମେଶ୍ବର ଅଞ୍ଚଳରେ ଥିବା ଏକ ଫାର୍ମହାଉସ ତଥା ଏହାର ଆଖପାଖ ଅଞ୍ଚଳର ବିଲରେ ପଶି ହାତୀ ବ୍ୟାପକ ଫସଲ ନଷ୍ଟ କରିଛି ।

ଖୋର୍ଦ୍ଧାରେ ହାତୀ ଉପଦ୍ରବ: ବ୍ୟାପକ ଫସଲ ନଷ୍ଟ

ସେହିପରି ଆଜି(ବୁଧବାର) ଭୋର ସମୟରେ ରାମେଶ୍ବରର ପଙ୍କଜ ବିଶ୍ବାଳ ନିଜ କ୍ଷେତ ଦେଖିବାକୁ ଯାଇଥିବା ବେଳେ ହାତି ହାବୁଡ଼ରେ ପଡି ଗୁରୁତର ହୋଇଛନ୍ତି । ପାଖାପାଖି 25ଟି ହାତୀପଲ ପଙ୍କଜଙ୍କ କ୍ଷେତରେ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହ ପଙ୍କଜଙ୍କୁ ଶୁଣ୍ଢରେ ଟେକି କଚାଡି ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ହାତୀ ଆକ୍ରମଣରେ ଜଣେ ଗୁରୁତର

Body:ଖୋର୍ଦ୍ଧା ରାମେଶ୍ୱର ଅଂଚଳରେ ମାତିଛନ୍ତି ହାତୀ ପଲ । ରାମେଶ୍ୱର ଅଂଚଳରେ ଥିବା ଏକ ଫାର୍ମହାଉସ ତଥା ଏହାର ଆଖପାଖ ଅଂଚଳରେ ବିଲରେ ପଶି ହାତୀ ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ସେହିପରି ଆଜି ଭୋର ସମୟରେ ରାମେଶ୍ୱରର ପଙ୍କଜ ବିଶ୍ୱାଳ ନିଜ କ୍ଷେତ ଦେଖିବାକୁ ଯାଇଥିବା ବେଳେ ହାତି ହାବୁଡ଼ରେ ପଡି ଗୁରୁତର ହୋଇଛନ୍ତି । ପାଖାପାଖି 25ଟି ହାତୀପଲ ପଙ୍କଜଙ୍କ କ୍ଷେତରେ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହ ପଙ୍କଜଙ୍କୁ ଶୁଣ୍ଢରେ ଟେକି କଚାଡି ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.