ETV Bharat / state

‘ଭଲ କାମ କର ପୁରସ୍କୃତ ହୁଅ’ - do good work and get award

ଭଲ କାମ କର ପୁରସ୍କୃତ ହୁଅ । ଏଭଳି କିଛି ବାର୍ତ୍ତା ଜିଲ୍ଲାରେ କାର୍ଯ୍ୟରତ ଗୃହରକ୍ଷୀଙ୍କୁ ଦେଇଛନ୍ତି ଖୋର୍ଦ୍ଧା ଏସପି । ଜିଲ୍ଲାର ବିଭିନ୍ନ ଥାନା ଅଧୀନରେ 213ଜଣ ଗୃହରକ୍ଷୀ କାର୍ଯ୍ୟ କରୁଥିବାବେଳେ ସେମାନଙ୍କ ମଧ୍ୟରୁ 26ଜଣ ଗୃହରକ୍ଷୀଙ୍କୁ ଭଲ କାର୍ଯ୍ୟ କରିଥିବା ପାଇଁ ଆଜି(ସୋମବାର) ପୁରସ୍କୃତ କରାଯାଇଛି। ଅଧିକ ଖବର ପଢନ୍ତୁ...

khordha sp
‘ଭଲ କାମ କର ପୁରସ୍କୃତ ହୁଅ’
author img

By

Published : Jan 6, 2020, 7:47 PM IST

ଖୋର୍ଦ୍ଧା: ଭଲ କାମ କର ପୁରସ୍କୃତ ହୁଅ । ଏଭଳି କିଛି ବାର୍ତ୍ତା ଜିଲ୍ଲାରେ କାର୍ଯ୍ୟରତ ଗୃହରକ୍ଷୀଙ୍କୁ ଦେଇଛନ୍ତି ଖୋର୍ଦ୍ଧା ଏସପି । ଜିଲ୍ଲାର ବିଭିନ୍ନ ଥାନା ଅଧୀନରେ 213ଜଣ ଗୃହରକ୍ଷୀ କାର୍ଯ୍ୟ କରୁଥିବାବେଳେ ସେମାନଙ୍କ ମଧ୍ୟରୁ 26ଜଣ ଗୃହରକ୍ଷୀଙ୍କୁ ଭଲ କାର୍ଯ୍ୟ କରିଥିବା ପାଇଁ ଆଜି(ସୋମବାର) ପୁରସ୍କୃତ କରାଯାଇଛି।

‘ଭଲ କାମ କର ପୁରସ୍କୃତ ହୁଅ’

ସେହିପରି ଆଗାମୀ ଦିନରେ ଭଲ କାମ କରି ଜନସାଧାରଣଙ୍କୁ ସେବା ଯୋଗାଇ ସେମାନଙ୍କର ବିଶ୍ବାସ ଭାଜନ ହେବାପାଇଁ ଏସପି ପରାମର୍ଶ ଦେଇଛନ୍ତି । ଗୃହରକ୍ଷୀଙ୍କୁ ପୁରସ୍କୃତ କରିବା ଜିଲ୍ଲାରେ ପ୍ରଥମ ବୋଲି ଏସପି କହିବା ସହ ଜିଲ୍ଲା ପୋଲିସର ଏହି ପଦକ୍ଷେପ ଗୃହରକ୍ଷୀ ମାନଙ୍କ ମନୋବଳ ବଢାଇବ ବୋଲି ସେ କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଭଲ କାମ କର ପୁରସ୍କୃତ ହୁଅ : ଖୋର୍ଦ୍ଧା ଏସପି

Body:ଖୋର୍ଦ୍ଧା : ଭଲ କାମ କର ପୁରସ୍କୃତ ହୁଅ ଏଭଳି କିଛି ନିଆରା ବାର୍ତା ଜିଲାରେ କାର୍ଯ୍ୟରତ ଗୃହରକ୍ଷୀ ମାନଙ୍କୁ ଦେଇଛନ୍ତି ଖୋର୍ଦ୍ଧା ଏସପି । ଜିଲାର ବିଭିନ୍ନ ଥାନା ଅଧୀନରେ 213ଜଣ ଗୃହରକ୍ଷୀ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ 26ଜଣ ଗୃହରକ୍ଷୀଙ୍କୁ ଭଲ କାର୍ଯ୍ୟ କରିଥିବା ପାଇଁ ଆଜି ପୁରସ୍କୃତ କରିଛନ୍ତି । ସେହିପରି ଆଗାମୀ ଦିନରେ ଭଲ କାମ କରି ଜନସାଧାରଣଙ୍କୁ ସେବା ଯୋଗାଇ ସେମାନଙ୍କର ବିଶ୍ୱାସ ଭାଜନ ହେବାପାଇଁ ଏସପି ପରାମର୍ଶ ଦେଇଛନ୍ତି । ଗୃହରକ୍ଷୀଙ୍କୁ ପୁରସ୍କୃତ କରିବା ଜିଲାରେ ପ୍ରଥମ ବୋଲି ଏସପି କହିବା ସହ ଜିଲା ପୋଲିସର ଏହି ପଦକ୍ଷେପ ଗୃହରକ୍ଷୀ ମାନଙ୍କ ମନୋବଳ ବଢାଇବ ।

Conclusion:ବାଇଟ- ଅଜେୟ ପ୍ରତାପ ସ୍ୱାଇଁ ,ଏସପି ଖୋର୍ଦ୍ଧା

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.