ETV Bharat / state

JMFC କୋର୍ଟ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲା ଜଜ - ବେଗୁନିଆ ଜେଏମଏଫସି କୋର୍ଟ

ଜେଏମଏଫସି କୋର୍ଟ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲା ଜଜ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ବେଗୁନିଆ ଠାରେ ଜେଏମଏଫସି କୋର୍ଟ ପୁରୁଣା ତହସିଲ କାର୍ଯ୍ୟାଳୟରେ ଖୋଲିିିବ । ଅଧିକ ପଢନ୍ତୁ

JMFC କୋର୍ଟ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାଜଜ

author img

By

Published : Jan 8, 2022, 7:37 PM IST

ଖୋର୍ଦ୍ଧା: ଜେଏମଏଫସି କୋର୍ଟ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାଜଜ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ବେଗୁନିଆ ଠାରେ ଜେଏମଏଫସି କୋର୍ଟ ପୁରୁଣା ତହସିଲ କାର୍ଯ୍ୟାଳୟରେ ଖୋଲିିିବ । ପୁୁରୁୁୁଣା କୋଠା ମରାମତି ଓ କୋର୍ଟର ଡାଏସ, ହାଜତ, ଉଇଟନେସ ବକ୍ସ, କୋର୍ଟ ରୁମ, ମହିଳା ଓ ପୁରୁଷଙ୍କ ପାଇଁ ଶୌଚାଳୟ ଏବଂ ଚ୍ୟାମ୍ବର ଆଦି ଜିଲ୍ଲାଜଜ ଆଜି ବୁୁଲି ଦେଖିଥିଲେ ।

JMFC କୋର୍ଟ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାଜଜ

ବେଗୁନିଆ ଅଞ୍ଚଳବାସୀ ଦୀର୍ଘ ଦିନଧରି କୋର୍ଟ ଖୋଲିବା ପାଇଁ ଦାବି କରିଆସୁୁୁଥିଲେ । ୨୦୧୭ ମସିିିହାରେ କୋର୍ଟ ଖୋଲିବା ପାଇଁ ବିଜ୍ଞପ୍ତି ଜାରି ହୋଇଥିଲା । ହେଲେ ପ୍ରଶାସନିକ ସ୍ତରରେ ଅବହେଳା ପାଇଁ ଆଜି ପର୍ଯ୍ୟନ୍ତ କୋର୍ଟ ଖୋଲି ପାରିନାହିଁ । ଆଜି ଯେଉଁଠାରେ କୋର୍ଟ ଖୋଲାଯିବ ସେହି ବିଲ୍ଡିଂ ସମସ୍ତ ଅବସ୍ଥା ଦେଖିଛନ୍ତି ଖୋର୍ଦ୍ଧା ଜିଲ୍ଲାଜଜ ରାମ ଶଙ୍କର ହୋତା । ଜିଲ୍ଲା ଜଜଙ୍କ ସହିତ କୋର୍ଟ ମ୍ୟାନେଜର, ବେଗୁନିଆ ତହସିଲଦାର, ବିଡ଼ିଓ, ବ୍ଲକ ସହକାରୀ ଯନ୍ତ୍ରୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ସହିତ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.