ETV Bharat / state

କୋରୋନା ଯୋଦ୍ଧାଙ୍କ ପିଲା ପାଇଁ ପାଞ୍ଚକୋଟିର ଶିକ୍ଷାବୃତ୍ତି

author img

By

Published : Apr 30, 2020, 7:49 PM IST

Updated : Apr 30, 2020, 8:24 PM IST

କୋରୋନା ମୁକାବିଲାରେ ନିୟୋଜିତ ବ୍ୟକ୍ତିବିଶେଷଙ୍କ ପିଲାମାନଙ୍କ ଉଚ୍ଚଶିକ୍ଷା ପାଇଁ ଭୁବନେଶ୍ବର ସିଭିରମଣ ଗ୍ଲୋବାଲ ବିଶ୍ବବିଦ୍ୟାଳୟ ଚଳିତ ଶିକ୍ଷା ବର୍ଷରେ ପାଞ୍ଚ କୋଟି ଟଙ୍କାର ଶିକ୍ଷାବୃତ୍ତି ଘୋଷଣା କରିଛି । ଅଧିକ ପଢନ୍ତୁ...

Cv Raman Global University declares the scolarship worth 5 crore for corona fighters children
କୋରୋନା ଯୋଦ୍ଧାଙ୍କ ପିଲାଙ୍କୁ ପାଞ୍ଚ କୋଟିର ଶିକ୍ଷାବୃତ୍ତି

ଖୋର୍ଦ୍ଧା: ପୃଥିବୀରେ କୋରୋନା ଭୂତାଣୁ ତାଣ୍ଡବ ରଚିଥିବା ବେଳେ ପୁରା ବିଶ୍ବର ଶିକ୍ଷା ବ୍ୟବସ୍ଥା ଓ ଶିକ୍ଷାନୁଷ୍ଠାନର ମେରୁଦଣ୍ଡ ଦୋହଲାଇ ଦେଇଛି । ଏପରି ସମୟରେ କୋରୋନା ମହାମାରୀରୁ ସମାଜ ଓ ବିଶ୍ବକୁ ସୁରକ୍ଷା ଦେବାରେ ନିୟୋଜିତ ବ୍ୟକ୍ତିବିଶେଷମାନଙ୍କୁ କୋରୋନା ଯୋଦ୍ଧାର ସମ୍ମାନ ଦିଆଯାଇଛି । ଏପରି ସ୍ଥିତିରେ ସିଭିରମଣ ଗ୍ଲୋବାଲ ବିଶ୍ବବିଦ୍ୟାଳୟ କୋରୋନା ଯୋଦ୍ଧାଙ୍କ ସନ୍ତାନମାନଙ୍କ ଉଚ୍ଚଶିକ୍ଷା ପାଇଁ 5 କୋଟିର ଶିକ୍ଷାବୃତ୍ତି ଘୋଷଣା କରିଛି ।

କୋରୋନା ଯୋଦ୍ଧାଙ୍କ ପିଲା ପାଇଁ ପାଞ୍ଚକୋଟିର ଶିକ୍ଷାବୃତ୍ତି

କୋରୋନା ମୁକାବିଲାରେ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୋଲିସ, ସଫେଇ କର୍ମଚାରୀ ଓ ସାମ୍ବାଦିକଙ୍କ ଭଳି ଅନେକ ବ୍ୟକ୍ତିବିଶେଷମାନେ ଯୋଦ୍ଧା ସାଜିଛନ୍ତି । ଏହି ଯୋଦ୍ଧାଙ୍କ ପିଲାମାନଙ୍କ ଉଚ୍ଚଶିକ୍ଷା ପାଇଁ ଭୁବନେଶ୍ବର ସିଭିରମଣ ଗ୍ଲୋବାଲ ବିଶ୍ବବିଦ୍ୟାଳୟ ଚଳିତ ଶିକ୍ଷାବର୍ଷରେ ପାଞ୍ଚ କୋଟି ଟଙ୍କାର ଶିକ୍ଷାବୃତ୍ତି ଆଣିଛି । ସିଭିରମଣ ଗ୍ଲୋବାଲ ବିଶ୍ବବିଦ୍ୟାଳୟର ସଭାପତି ସଞ୍ଜୀବ କୁମାର ରାଉତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Apr 30, 2020, 8:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.