ETV Bharat / state

କବିତା ମାଧ୍ୟମରେ କରୋନା ସଚେତନତାର ବାର୍ତ୍ତା

author img

By

Published : Apr 22, 2020, 7:09 AM IST

କବିତା ମାଧ୍ୟମରେ କରୋନା ସଚେତନତା । କୋଭିଡ଼-19 ରେ ଜାତିଭେଦ ଭୁଲି ମୁକାବିଲା କରିବାର ସମୟ ଆସିଛି । ଏଭଳି କିଛି ନିଆରା ବାର୍ତ୍ତା କବିତା ମାଧ୍ୟମରେ ବାଣ୍ଟିଛନ୍ତି ଖୋର୍ଦ୍ଧା ଜିଲ୍ଲା ଗୟାବନ୍ଧ ଗାଁର ଅଜିଜ ଖାନ । ଆହୁରି ପଢନ୍ତୁ...

Corona's message of awareness through poetry
କବିତା ମାଧ୍ୟମରେ କରୋନା ସଚେତନତାର ବାର୍ତ୍ତା

ଖୋର୍ଦ୍ଧା : କବିତା ମାଧ୍ୟମରେ କରୋନା ସଚେତନତା । କୋଭିଡ଼-19ରେ ଜାତିଭେଦ ଭୁଲି ମୁକାବିଲା କରିବାର ସମୟ ଆସିଛି । ଆମେ ହିନ୍ଦୁ କି ମୁସଲମାନ ନୁଁହେ ଆମେ ଭାରତ ମାତାର ସନ୍ତାନ । ଆଉ ଆମ ଦେଶ ଉପରେ ଘୋଟି ଆସିଥିବା ଏହି ବିପତ୍ତିକୁ ଆମକୁ ଏକ ହୋଇ ଲଢ଼ିବାକୁ ପଡିବ । ଏଭଳି କିଛି ନିଆରା ବାର୍ତ୍ତା କବିତା ମାଧ୍ୟମରେ ବାଣ୍ଟିଛନ୍ତି ଖୋର୍ଦ୍ଧା ଜିଲ୍ଲା ଗୟାବନ୍ଧ ଗାଁର ଅଜିଜ ଖାନ ।

କବିତା ମାଧ୍ୟମରେ କରୋନା ସଚେତନତାର ବାର୍ତ୍ତା
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.