ETV Bharat / state

କୋରୋନା ସଚେତନତା, ଔଷଧ ବାଣ୍ଟିବା ବେଳେ ଆଶାକର୍ମୀଙ୍କ ମୃତ୍ୟୁ

author img

By

Published : Jul 15, 2020, 3:53 PM IST

ଖୋର୍ଦ୍ଧା ଜିଲ୍ଲା ଓରବରସିଂ ପଞ୍ଚାୟତର ଆଶାକର୍ମୀ ପୁର୍ନମାସି ବଳିଆର ସିଂହଙ୍କ ହଠାତ୍ ମୃତ୍ୟୁ ହୋଇଛି । କୋରୋନା ପାଇଁ ସଚେତନ କରି ଗ୍ରାମରେ ଔଷଧ ବାଣ୍ଟୁଥିବା ସମୟରେ ତାଙ୍କର ହଠାତ୍ ମୃତ୍ୟୁ ହୋଇଛି ।

khurda
ଔଷଧ ବାଣ୍ଟିବା ବେଳେ ଟଳିପଡିଲେ କୋରୋନା ଯୋଦ୍ଧା

ଖୋର୍ଦ୍ଧା: କୋରୋନା ପାଇଁ ଲୋକଙ୍କୁ ସଚେତନ କରି ଔଷଧ ବାଣ୍ଟୁଥିବା ସମୟରେ ହଠାତ୍ ଟଳି ପଡିଲେ ଆଶାକର୍ମୀ । ଖୋର୍ଦ୍ଧା ଜିଲ୍ଲା ଓରବରସିଂ ପଞ୍ଚାୟତର ଆଶାକର୍ମୀ ପୁର୍ନମାସି ବଳିଆର ସିଂହଙ୍କ ମୃତ୍ୟୁ ଘଟିଛି ।

khurda
ଔଷଧ ବାଣ୍ଟୁଥିବା ସମୟରେ ଆଶାକର୍ମୀ ପୁର୍ନମାସି

କୋରୋନା ଯୁଦ୍ଧରସେ ଥିଲେ ଗ୍ରାମାଞ୍ଚଳର ସାରଥୀ । କୋରୋନା ପାଇଁ ସଚେତନ କରି ଗ୍ରାମରେ ଔଷଧ ବାଣ୍ଟୁଥିଲେ ପୁର୍ନମାସି । ମାତ୍ର ହଠାତ୍ ଔଷଧ ବାଣ୍ଟିବା ସମୟରେ ସେ ମୂର୍ଚ୍ଛା ହୋଇ ପଡ଼ିଯାଇଥିଲେ ।

ଗାଁଲୋକେ ତାଙ୍କୁ ତତକ୍ଷଣାତ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେରେ ଭର୍ତ୍ତି କରିଥିଲେ କିନ୍ତୁ ସେଠାରେ ଡାକ୍ତର ଆଶକର୍ମୀଙ୍କୁ ମୃତ ଘୋଷଣା କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.