ETV Bharat / state

ଖୋର୍ଦ୍ଧାରେ ଗଡ଼ିଲା କୋରୋନା ରଥ

author img

By

Published : Jun 5, 2021, 2:00 PM IST

ଲୋକଙ୍କୁ ସଚେତନ କରିବା ପାଇଁ ସରକାରଙ୍କ ପକ୍ଷରୁ ବୁଲିଲା ସଚେତନତା ରଥ । ଏହି ରଥ ଆଜିଠାରୁ(ଶନିବାର) ୧୮ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଅଞ୍ଚଳରେ ବୁଲିବ। ଅଧିକ ପଢନ୍ତୁ...

ଲୋକଙ୍କୁ ସଚେତନ କରିବା ପାଇଁ ଖୋର୍ଦ୍ଧାରେ ଗଡ଼ିଲା କୋରୋନା ରଥ

ଖୋର୍ଦ୍ଧା: ଲୋକଙ୍କୁ ସଚେତନ କରିବା ପାଇଁ ସରକାରଙ୍କ ପକ୍ଷରୁ ବୁଲିଲା ସଚେତନତା ରଥ । ଏହି ରଥ ଆଜିଠାରୁ(ଶନିବାର) ୧୮ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଅଞ୍ଚଳରେ ବୁଲିବ। ଜିଲ୍ଲାପାଳ ସନତ କୁମାର ମହାନ୍ତି ଏବଂ ସୂଚନା ଲୋକ ସମ୍ପର୍କ ଅଧିକାରୀ ସବୁଜ ପତାକା ଦେଖାଇ ଏହି କୋରୋନା ରଥର ଶୁଭାରମ୍ଭ କରିଛନ୍ତି ।

ଗ୍ରାମାଞ୍ଚଳ ଲୋକମାନଙ୍କୁ ନାଚ ଗୀତ ମାଧ୍ୟମରେ କୋରୋନା ସମ୍ପର୍କରେ ସଚେତନତା କରିବା ଏହାର ମୁଖ୍ୟ ଲକ୍ଷ୍ୟ । ତେବେ ଏହି କାର୍ଯ୍ୟକ୍ରମ ରଥରେ ଡିଜିଟାଲ ମାଧ୍ୟମରେ ପଦର୍ଶିତ ହେବ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.