ETV Bharat / state

ଧାନମଣ୍ଡିର ଅବ୍ୟବସ୍ଥା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅଭିଯୋଗ - ଖୋର୍ଦ୍ଧାରେ ଧାନମଣ୍ଡି ଅବ୍ୟବସ୍ଥା

ଖୋର୍ଦ୍ଧା ଜିଲ୍ଲାରେ ଧାନମଣ୍ଡିର ବିଭିନ୍ନ ସମସ୍ୟା ସମ୍ପର୍କରେ ଚାଷୀମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...

Complaints to collector about the problems of Rice mill in Khurda
ଧାନମଣ୍ଡିର ଅବ୍ୟବସ୍ଥା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅଭିଯୋଗ
author img

By

Published : Feb 18, 2021, 9:12 PM IST

ଖୋର୍ଦ୍ଧା: ଜିଲ୍ଲାର ବୋଲଗଡ଼ ବ୍ଲକ ଅସରଳା ସେବା ସମବାୟ ସମିତିରେ ଧାନ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି । ଏହି ସମସ୍ୟା ସମ୍ପର୍କରେ ଜିଲ୍ଲାର ଚାଷୀମାନେ ଗୁରୁବାର ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିବା ଜଣାପଡିଛି ।

ଧାନମଣ୍ଡିର ଅବ୍ୟବସ୍ଥା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅଭିଯୋଗ

ଧାନ ମଣ୍ଡିରେ ଧାନ ଦେବାକୁ ସମବାୟ ସମିତି ଜରିଆରେ 376 ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା 272 ଜଣ ଚାଷୀ 8400 କୁଇଣ୍ଟାଲ ଧାନ ଦେଇସାରିଛନ୍ତି । ତେବେ ଜାନୁଆରୀ 16 ତାରିଖରୁ ଟୋକନ ପାଇଥିବା ଚାଷୀର ଧାନ ସମବାୟ ସମିତି ନେଇଥିବା ବେଳେ ସେମାନଙ୍କ ଆଖି ସ୍କାନ ନ କରିବାରୁ ଚାଷୀ ପଇସା ପାଇବାରୁ ବଞ୍ଚିତ ଥିବା ସେମାନେ ଅଭିଯୋଗ କରିଛନ୍ତି । ଏନେଇ ଗୁରୁବାର ଅସରଳାର ଚାଷୀମାନେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିବା ସହିତ ବାକିଥିବା 104 ଜଣ ଚାଷୀଙ୍କ ଧାନ କିଣିବାକୁ ସେମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିବା ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.