ETV Bharat / state

ଶାନ୍ତି ଶୃଙ୍ଖଳାରେ ଚାଲିଛି ସମବାୟ ସମିତି ନିର୍ବାଚନ

author img

By

Published : Jun 19, 2022, 2:17 PM IST

ଖୋର୍ଦ୍ଧା ଉପଖଣ୍ଡରେ ଶାନ୍ତିଶୃଙ୍ଖଳାରେ ଚାଲିଛି ସମବାୟ ନିର୍ବାଚନ । ଏହି ନିର୍ବାଚନ ପକ୍ରିୟା ସକାଳ 7ଟାରୁ ଆରମ୍ଭ ହୋଇଛି ଯାହା ଅପରାହ୍ନ 4ଟା ପର୍ଯ୍ୟନ୍ତ ଚାଲିବ। ଅଧିକ ପଢନ୍ତୁ

Co-operative society elections are underway in a peaceful manner
ଶାନ୍ତି ଶୃଙ୍ଖଳାରେ ଚାଲିଛି ସମବାୟ ସମିତି ନିର୍ବାଚନ

ଖୋର୍ଦ୍ଧା: ଖୋର୍ଦ୍ଧା ଉପଖଣ୍ଡରେ ଶାନ୍ତିଶୃଙ୍ଖଳାରେ ଚାଲିଛି ସମବାୟ ନିର୍ବାଚନ । ଏହି ନିର୍ବାଚନ ପକ୍ରିୟା ସକାଳ 7ଟାରୁ ଆରମ୍ଭ ହୋଇଛି ଯାହା ଅପରାହ୍ନ 4ଟା ପର୍ଯ୍ୟନ୍ତ ଚାଲିବ । ଆଜି ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ, ବୋଲଗଡ଼,ଖୋର୍ଦ୍ଧା, ଟାଙ୍ଗି,ଚିଲିକା ଅଞ୍ଚଳର ମୋଟ 24ଟି ସମବାୟ ସମିତି, 212 ଜୋନରେ 440 ଜଣ ପାର୍ଥି ପ୍ରତିଦ୍ବନ୍ଦିତା କରୁଥିବା ବେଳେ 4874ଜଣ ଭୋଟର ମତାଧିକାର ସାବ୍ୟସ୍ତ କରୁଛନ୍ତି । ସେହିପରି ନିର୍ବାଚନକୁ ଅବାଧ ଓ ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ସମସ୍ତ ନିର୍ବାଚନୀ କେନ୍ଦ୍ରରେ ପୋଲିସ ନିୟୋଜିତ ହୋଇଛନ୍ତି ।

ଇଟିଭି ଭାରତ,ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.