ETV Bharat / state

ଆଉ ନାହାଁନ୍ତି ବିଜୁ ବାବୁଙ୍କ ଜ୍ବାଇଁ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ - bhubaneswar news

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇ ସନ୍ନି ମେହେଟ୍ଟାଙ୍କ ପରଲୋକ । ବିଜୁ ପଟ୍ଟନାୟକଙ୍କ ଏକମାତ୍ର କନ୍ୟା ଗୀତା ମେହେଟ୍ଟାଙ୍କ ସ୍ବାମୀ ହେଉଛନ୍ତି ସନ୍ନି । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।

cm condolence
ଭିଣୋଇଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
author img

By

Published : Dec 31, 2019, 10:43 AM IST

Updated : Dec 31, 2019, 12:50 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇ ସନ୍ନି ମେହେଟ୍ଟାଙ୍କ ପରଲୋକ । ବିଜୁ ପଟ୍ଟନାୟକଙ୍କ ଏକମାତ୍ର କନ୍ୟା ଗୀତା ମେହେଟ୍ଟାଙ୍କ ସ୍ବାମୀ ହେଉଛନ୍ତି ସନ୍ନି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଏନେଇ ନବୀନ ଗଭୀର ଶୋକ ପ୍ରକାଶ କରିଛନ୍ତି ।

cm condolence
ଭିଣୋଇଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସେ କହିଛନ୍ତି କି ସନ୍ନି ବିଶ୍ବ ଜଣେ ପ୍ରମୁଖ ସମ୍ପାଦକ ଥିଲେ । ତାଙ୍କର ବ୍ୟକ୍ତିତ୍ବ ଭିନ୍ନ ଥିଲା । ଏହା ସହ ସେ ନିଜ ଭିଣୋଇଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇ ସନ୍ନି ମେହେଟ୍ଟାଙ୍କ ବିୟୋଗ। ବିଜୁ ପଟ୍ଟନାୟକଙ୍କ ଏକମାତ୍ର କନ୍ୟା ହେଉଛନ୍ତି ଗୀତା ମେହେଟ୍ଟା। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଏନେଇ ନବୀନ ଗଭୀର ଶୋକ ପ୍ରକାଶ କରିଛନ୍ତି।ସେ ବିଶ୍ୱର ଜଣେ ପ୍ରମୁଖ ସମ୍ପାଦକ ଥିଲେ। ତାଙ୍କର ବ୍ୟକ୍ତିତ୍ବ ଭିନ୍ନ ଥିଲା।ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି।Body:କConclusion:
Last Updated : Dec 31, 2019, 12:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.