ETV Bharat / state

ସ୍କୁଲ ଖୋଲିବା ସମୟରେ ପିଲାଙ୍କୁ ଜୋରଜବରଦସ୍ତ ଦିଆଯାଉଛି ଟିସି

author img

By

Published : Sep 1, 2020, 7:56 AM IST

ସ୍କୁଲ ଖୋଲିବା ସମୟରେ ପିଲାଙ୍କୁ ଜୋରଜବରଦସ୍ତ ଟିସି ଦିଆଯାଉଛି । ରଣପୁର ବ୍ଲକ ଆଦର୍ଶ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ପିଲାଙ୍କୁ ଟିସି ଦିଆଯାଉଥିବା ନେଇ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ସ୍କୁଲ ଖୋଲିବା ସମୟରେ ପିଲାଙ୍କୁ ଜୋରଜବରଦସ୍ତ ଦିଆଯାଉଛି ଟିସି
ସ୍କୁଲ ଖୋଲିବା ସମୟରେ ପିଲାଙ୍କୁ ଜୋରଜବରଦସ୍ତ ଦିଆଯାଉଛି ଟିସି

ଖୋର୍ଦ୍ଧା : କୋଭିଡ କଟକଣା ପାଇଁ ପାଠପଢା ଠପ୍‌ ହୋଇପଡିଛି । ପିଲାମାନେ ପାଠପଢାରୁ ବଞ୍ଚିତ ହୋଇ ଅନେକ ମାନସିକ ଚାପଗ୍ରସ୍ତରେ ରହୁଛନ୍ତି । ଏପରି ସ୍ଥିତି ଆଦର୍ଶ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଡାକି ଜୋରଜବରଦସ୍ତ ଟିସି ଦିଆଯାଉଥିବା ଅଭିଯୋଗ ହୋଇଛି ।

ନୟାଗଡ ରଣପୁର ଆଦର୍ଶ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ପିଲାମାନଙ୍କୁ ପ୍ରବେଶିକା ପରୀକ୍ଷା ପରେ ସେମାନଙ୍କ ନାମଲେଖା ଯାଇଥିଲା । ଏବଂ ସେମାନଙ୍କୁ ବହି ମଧ୍ୟ ପ୍ରଦାନ ଦିଆଯାଇଥିଲା । ହେଲେ ହଠାତ ପିଲାଙ୍କୁ ଟିସି ନେବାକୁ କୁହାଯାଉଛି । ଯାହାକୁ ନେଇ ପିଲାମାନେ ଓ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ଆଗାମୀ ଦିନରେ ଯଦି ସରକାର ପିଲାମାନଙ୍କୁ ଦେଇଥିବା ପ୍ରତିଶୃତି ରକ୍ଷା ନକରନ୍ତି ତେବେ ଆଗାମୀ ଦିନରେ ରାଜରାସ୍ତା କୁ ଅବରୋଧ କରିବେ ବୋଲି ପିଲା ଓ ଅଭିଭାବକ ମାନେ କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.