ETV Bharat / state

ଲକଡାଉନ ପାଇଁ ଚିନ୍ତାରେ ଦୁଗ୍ଧ ଚାଷୀ - milk-farmers-traders-worried in Khordha

ଦେଶକୁ ଘରିଛି କୋରୋନା ଭୟ । ମାନବ ସମାଜର ସୁରକ୍ଷା ପାଇଁ ରାଜ୍ୟ ସରକାର ନେଇଛନ୍ତି ଲକଡାଉନ ଭଳି କଠୋର ନିଷ୍ପତ୍ତି । କିନ୍ତୁ ଏହି ଲକଡାଉନ ପାଇଁ ବେଶି ପ୍ରଭାବିତ ହେଉଛନ୍ତି ଦୁଗ୍ଧଚାଷୀ । ଅଧିକ ପଢନ୍ତୁ...

carona-slams-milk-farmers-traders-worried in Khordha
ଲକଡାଉନ ପାଇଁ ଚିନ୍ତାରେ ଦୁଗ୍ଧ ଚାଷୀ
author img

By

Published : May 11, 2021, 4:10 PM IST

ଖୋର୍ଦ୍ଧା: ଦେଶକୁ ଘରିଛି କୋରୋନା ଭୟ । କୋରୋନା ପାଇଁ ଅକାଳରେ ଝରିପଡୁଛି ଜୀବନ । ମାନବ ସମାଜର ସୁରକ୍ଷା ପାଇଁ ରାଜ୍ୟ ସରକାର ନେଇଛନ୍ତି ଲକଡାଉନ ଭଳି କଠୋର ନିଷ୍ପତ୍ତି । କିନ୍ତୁ ଏହି ଲକଡାଉନ ପାଇଁ ବେଶି ପ୍ରଭାବିତ ହେଉଛନ୍ତି ଦୁଗ୍ଧଚାଷୀ ।

ଲକଡାଉନ ପାଇଁ ଚିନ୍ତାରେ ଦୁଗ୍ଧ ଚାଷୀ

ବିଶେଷକରି ଦୁଗ୍ଧ ଚାଷୀମାନେ ସମିତି ମାଧ୍ୟମରେ କ୍ଷୀର ବିକ୍ରି କରିବା ସହ ସହରର ବିଭିନ୍ନ ମିଠା ଦୋକାନରେ ଛେନା ଯୋଗାଇ ନିଜ ପରିବାର ଚଳାଉଥିଲେ । କିନ୍ତୁ ଲକଡାଉନ ପାଇଁ ବ୍ୟବସାୟ ପୁରା ଠପ । ଚାଷୀ ଏବେ ସରକାରୀ ସହାୟତା ପାଇଁ ଦାବି କରିଛି ।

ଗୋଟିଏ ପଟେ ଦୁଗ୍ଧ ବ୍ୟବସାୟ ବନ୍ଦ ପଡିଥିବାବେଳେ ଅନ୍ୟପଟେ ଗୋମାତାଙ୍କୁ ଖାଦ୍ୟ କିପରିଦେବେ ସେନେଇ ଖୋର୍ଦ୍ଧା କାନପୁର ଗ୍ରାମର ବହୁ ଚାଷୀଙ୍କ ମୁଣ୍ଡରେ ଏବେ ଚଡକ ପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.