ETV Bharat / state

ସିଭି ରମଣ ବିଲ୍ ପ୍ରତ୍ୟାହାର ଦାବିରେ ବିପିୟୁଟି ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ବିଧାନସଭାରେ ସରକାର ସିଭି ରମଣ ଇଞ୍ଜିନିୟରିଂ କଲେଜକୁ ବିଶ୍ଵ ବିଦ୍ୟାଳୟର ମାନ୍ୟତା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହାକୁ ନିନ୍ଦା କରି ବିପିୟୁଟି ଛାତ୍ରଛାତ୍ରୀ ରାଜ୍ୟ ଅତିଥି ଭବନରେ ବିକ୍ଷୋଭ କରିବା ସହ ନାରାବାଜି କରିଛନ୍ତି ।

author img

By

Published : Nov 30, 2019, 5:41 AM IST

Updated : Nov 30, 2019, 7:49 AM IST

bput
ବିପିୟୁଟି ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଭୁବନେଶ୍ବର: ବିଧାନସଭାରେ ସରକାର ସିଭି ରମଣ ଇଞ୍ଜିନିୟରିଂ କଲେଜକୁ ବିଶ୍ଵ ବିଦ୍ୟାଳୟର ମାନ୍ୟତା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏପଟେ ବିପିୟୁଟି ଛାତ୍ରଛାତ୍ରୀ ଏହାକୁ ନିନ୍ଦା କରିଛନ୍ତି । ଆଜି କିଛି ଛାତ୍ରଛାତ୍ରୀ ରାତ୍ରି ସମୟରେ ରାଜ୍ୟ ଅତିଥି ଭବନରେ ସରକାରଙ୍କ ବିକ୍ଷୋଭ କରି ନାରାବାଜି କରିଥିଲେ ।

ସିଭି ରମଣ ବିଲ୍ ପ୍ରତ୍ୟାହାର ଦାବିରେ ବିପିୟୁଟି ଛାତ୍ରଛାତ୍ରୀଙ୍କ ବିକ୍ଷୋ

ଛାତ୍ରଛାତ୍ରୀଙ୍କ କହିବା ମୁତାବକ ସରକାରଙ୍କ ରହିଥିବା ଫି ଷ୍ଟ୍ରକଚରକୁ ନ ମାନି ସିଭି ରମଣ କଲେଜ ଛାତ୍ରଛାତ୍ରୀଙ୍କ ଠାରୁ ଢେର ଗୁଣାରେ ଫି ନେଉଛନ୍ତି । ସରକାର ଏବିଷୟରେ ପୂର୍ବରୁ କଲେଜକୁ କାରଣ ଦର୍ଶାଅ ନୋଟିସ ଦେବା ସହ ପିଲାଙ୍କୁ ତାଙ୍କ ପଇସା ଫେରାଇବା ପାଇଁ ମଧ୍ୟ କହିଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା କଲେଜ ଅନେକ ଛାତ୍ରଛାତ୍ରୀଙ୍କ ପଇସା ଫେରସ୍ତ କରାଯାଇ ନାହିଁ । ଆଉ ଏହିଭଳି କଲେଜକୁ ପୁଣି ସରକାର ଏକ ବିଶ୍ଵ ବିଦ୍ୟାଳୟର ମାନ୍ୟତା ଦେବାକୁ ନିଜର ଅଣ୍ଟା ଭିଡୁଛନ୍ତି ବୋଲି ଛାତ୍ରଛାତ୍ରୀ ପ୍ରଶ୍ନ କରିବା ସହ ଆଗାମୀ ଦିନରେ ଆନ୍ଦୋଳନ କରିବା ପାଇଁ ରାଜରାସ୍ତାକୁ ଓହ୍ଲାଇବାର ଧମକ ଦେଇଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:
ବିଧାନସଭା ଅଧୀନ ରେ ସରକାର ସିଭି ରମଣ ଇଂଜିନିୟରିଂ କଲେଜ କୁ ବିଶ୍ଵ ବିଦ୍ୟାଳୟ ର ମାନ୍ୟତା ଦେବା ପାଇଁ ନିଷ୍ପତ୍ତି ନେଇ ଥିବା ବେଳେ ବିପିୟୁଟି ଛାତ୍ରଛାତ୍ରୀ ପ୍ରତିବାଦ

ବିଧାନସଭା ଅଧୀନ ରେ ସରକାର ସିଭି ରମଣ ଇଂଜିନିୟରିଂ କଲେଜ କୁ ବିଶ୍ଵ ବିଦ୍ୟାଳୟ ର ମାନ୍ୟତା ଦେବା ପାଇଁ ନିଷ୍ପତ୍ତି ନେଇ ଥିବା ବେଳେ ବିପିୟୁଟି ଛାତ୍ରଛାତ୍ରୀ ଏହାକୁ ନିନ୍ଦା କରିଛନ୍ତି । ଆଜି କିଛି ଛାତ୍ରଛାତ୍ରୀ ରାତ୍ରି ସମୟ ରେ ରାଜ୍ୟ ଅତିଥି ଭବନ ରେ ସରକାର ଙ୍କ ବିକ୍ଷୋଭ କରି ନାରାବାଜି କରିଥିଲେ। ଛାତ୍ରଛାତ୍ରୀ ଙ୍କ କହିବା ମୁତାବକ ସରକାର ଙ୍କ ରହିଥିବା ଫି ଷ୍ଟ୍ରକଚର କୁ ନ ମାନି ସିଭି ରମଣ କଲେଜ ଛାତ୍ରଛାତ୍ରୀ ଙ୍କ ଠାରୁ ଢେର ଗୁଣା ରେ ଅଧିକ ପଇସା ନେଉଛି। ସରକାର ଏ ବିଷୟରେ ପୂର୍ବରୁ କଲେଜ କୁ କାରଣ ଦର୍ଶାଅ ନେଟିସ ଦେବା ସହ ପିଲାଙ୍କୁ ତାଙ୍କ ପଇସା ଫେରାଇବା ପାଇଁ ମଧ୍ୟ କହିଥିଲେ। ହେଲେ ବର୍ତ୍ତମାନ ଶୁଦ୍ଧା କଲେଜ ଅନେକ ଛାତ୍ରଛାତ୍ରୀ ଙ୍କ ପଇସା ଫେରସ୍ତ କରି ନାହିଁ। ଆଉ ଏହି ଭଳି କଲେଜ କୁ ପୁଣି ସରକାର ଏକ ବିଶ୍ଵ ବିଦ୍ୟାଳୟ ର ମାନ୍ୟତା ଦେବା କୁ ନିଜର ଅଣ୍ଟା ଭିଡୁଛନ୍ତି ବୋଲି ଛାତ୍ରଛାତ୍ରୀ ମାନେ ପ୍ରଶ୍ନ କରିବା ସହ ଆଗାମୀ ଦିନ ରେ ଆନ୍ଦୋଳନ କରିବା ପାଇଁ ରାଜ ରାସ୍ତା କୁ ଓହ୍ଲାଇବାର ଧମକ ଦେଇଛନ୍ତି।Body:ବିଧାନସଭା ଅଧୀନ ରେ ସରକାର ସିଭି ରମଣ ଇଂଜିନିୟରିଂ କଲେଜ କୁ ବିଶ୍ଵ ବିଦ୍ୟାଳୟ ର ମାନ୍ୟତା ଦେବା ପାଇଁ ନିଷ୍ପତ୍ତି ନେଇ ଥିବା ବେଳେ ବିପିୟୁଟି ଛାତ୍ରଛାତ୍ରୀ ପ୍ରତିବାଦ

ବିଧାନସଭା ଅଧୀନ ରେ ସରକାର ସିଭି ରମଣ ଇଂଜିନିୟରିଂ କଲେଜ କୁ ବିଶ୍ଵ ବିଦ୍ୟାଳୟ ର ମାନ୍ୟତା ଦେବା ପାଇଁ ନିଷ୍ପତ୍ତି ନେଇ ଥିବା ବେଳେ ବିପିୟୁଟି ଛାତ୍ରଛାତ୍ରୀ ଏହାକୁ ନିନ୍ଦା କରିଛନ୍ତି । ଆଜି କିଛି ଛାତ୍ରଛାତ୍ରୀ ରାତ୍ରି ସମୟ ରେ ରାଜ୍ୟ ଅତିଥି ଭବନ ରେ ସରକାର ଙ୍କ ବିକ୍ଷୋଭ କରି ନାରାବାଜି କରିଥିଲେ। ଛାତ୍ରଛାତ୍ରୀ ଙ୍କ କହିବା ମୁତାବକ ସରକାର ଙ୍କ ରହିଥିବା ଫି ଷ୍ଟ୍ରକଚର କୁ ନ ମାନି ସିଭି ରମଣ କଲେଜ ଛାତ୍ରଛାତ୍ରୀ ଙ୍କ ଠାରୁ ଢେର ଗୁଣା ରେ ଅଧିକ ପଇସା ନେଉଛି। ସରକାର ଏ ବିଷୟରେ ପୂର୍ବରୁ କଲେଜ କୁ କାରଣ ଦର୍ଶାଅ ନେଟିସ ଦେବା ସହ ପିଲାଙ୍କୁ ତାଙ୍କ ପଇସା ଫେରାଇବା ପାଇଁ ମଧ୍ୟ କହିଥିଲେ। ହେଲେ ବର୍ତ୍ତମାନ ଶୁଦ୍ଧା କଲେଜ ଅନେକ ଛାତ୍ରଛାତ୍ରୀ ଙ୍କ ପଇସା ଫେରସ୍ତ କରି ନାହିଁ। ଆଉ ଏହି ଭଳି କଲେଜ କୁ ପୁଣି ସରକାର ଏକ ବିଶ୍ଵ ବିଦ୍ୟାଳୟ ର ମାନ୍ୟତା ଦେବା କୁ ନିଜର ଅଣ୍ଟା ଭିଡୁଛନ୍ତି ବୋଲି ଛାତ୍ରଛାତ୍ରୀ ମାନେ ପ୍ରଶ୍ନ କରିବା ସହ ଆଗାମୀ ଦିନ ରେ ଆନ୍ଦୋଳନ କରିବା ପାଇଁ ରାଜ ରାସ୍ତା କୁ ଓହ୍ଲାଇବାର ଧମକ ଦେଇଛନ୍ତି।Conclusion:
Last Updated : Nov 30, 2019, 7:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.