ETV Bharat / state

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଖୋର୍ଦ୍ଧାରେ ଫୁଟିଲା ବୋମା - bombing at khordha

ଡାଳତୋଳା ବଜାର ନିକଟରେ ବୋମାମାଡ । ଗତ ଗୁରୁବାର ରାତିରେ ଡାଳତୋଳାରେ ଆୟୋଜିତ ହେଉଥିବା ଗଜଲକ୍ଷ୍ମୀ ମହୋତ୍ସବରେ ଗାଡି ରଖିବାକୁ କେନ୍ଦ୍ରକରି ବୋମାମାଡ ହୋଇଥିବା ସୂଚନା ରହିଛି ।

ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ଖୋର୍ଦ୍ଧାରେ ଫୁଟିଲା ବୋମା
author img

By

Published : Oct 18, 2019, 8:25 PM IST

Updated : Oct 18, 2019, 9:42 PM IST

ଖୋର୍ଦ୍ଧା: ଡାଳତୋଳା ବଜାର ନିକଟରେ ବୋମାମାଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ ହୋଇଥିବା ସୂଚନା ରହିଛି । ଏଥିରେ କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ରହିଥିବାବେଳେ ଗ୍ରାମବାସୀ ଜଣକୁ ଅଟକ ରଖିଛନ୍ତି ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଖୋର୍ଦ୍ଧାରେ ଫୁଟିଲା ବୋମା

ଗତ ଗୁରୁବାର ରାତିରେ ଡାଳତୋଳାରେ ଆୟୋଜିତ ହେଉଥିବା ଗଜଲକ୍ଷ୍ମୀ ପୂଜା ଦେଖିବାକୁ ଆସିଥିଲେ କାଇପଦର ଅଞ୍ଚଳର 3ଜଣ ଯୁବକ । ହେଲେ ସେଠାରେ ଗାଡି ପାର୍କିଂ ନେଇ ପୂଜା କମିଟି ମେମ୍ବରଙ୍କ ସହ ତାଙ୍କର କଥା କଟାକଟି ହୋଇଥିଲା । ଯାହାକୁ କେନ୍ଦ୍ର କରି ଯୁବକ ମାନେ ଶୁକ୍ରବାର ବଜାର ନିକଟରେ ବୋମାମାଡ କରିଥିଲେ । ଗ୍ରାମବାସୀ ଜଣକୁ ଅଟକ ରଖିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ଼

Body:ଖୋର୍ଦ୍ଧା : ଡାଳତୋଳା ବଜାର ନିକଟରେ ବମିଙ୍ଗ । ଗତ ରାତିରେ ଡାଳତୋଳାରେ ଆୟୋଜିତ ହେଉଥିବା ଗଜଲକ୍ଷ୍ମୀ ମହୋତ୍ସବରେ ଗାଡି ରଖିବାକୁ କେନ୍ଦ୍ରକରି ବମିଙ୍ଗ ହୋଇଥିବା ସୂଚନା । କାଇପଦର ଅଂଚଳର ତିନି ଜଣ ଯୁବକ ଆସି ବୋମାମାଡ଼ କରିଥିବା ଜଣାପଡିଛି । ବମିଙ୍ଗରେ କାହାର କିଛି କ୍ଷୟ କ୍ଷତି ହୋଇନଥିବା ବେଳେ ଗ୍ରାମବାସୀ ଘଟଣାରେ ଜଣକୁ ଅଟକ ରଖିଛନ୍ତି । ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
Last Updated : Oct 18, 2019, 9:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.