ETV Bharat / state

ବିଡ଼ିଓଙ୍କୁ ନିର୍ଯାତନା ମାମଲା: ଫସାଯାଇଛି ବୋଲି କହିଲେ ବୋଲଗଡ଼ ସରପଞ୍ଚ

ବୋଲଗଡ ବିଡିଓଙ୍କୁ ସ୍ବାର୍ଥ ହାସଲ ପାଇଁ ମାନସିକ ନିର୍ଯାତନା ଦିଆଯାଇଥିବା ଘଟଣା । ସାମ୍ନାକୁ ଆସିଲା ନୂଆ ତଥ୍ୟ । ବିଡିଓଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ଅଭିଯୋଗ ପତ୍ରରେ ଦସ୍ତଖତ କରିଥିବା ବୋଲଗଡ଼ ସରପଞ୍ଚ ଖୋଲିଲେ ଗୁମର । ଅଧିକ ପଢନ୍ତୁ...

bolagarh bdo mentally torched by some politicians in khordha
ବିଡ଼ିଓଙ୍କୁ ଫସାଯାଇଛି କହିଲେ ବୋଲଗଡ଼ ସରପଞ୍ଚ
author img

By

Published : May 9, 2020, 5:02 PM IST

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲା ବୋଲଗଡ଼ ବିଡ଼ିଓ ଶୁଭଶ୍ରୀ ତ୍ରିପାଠୀଙ୍କୁ ବଦନାମ କରିବା ପାଇଁ କିଛି ପଞ୍ଚାୟତ ସ୍ତରୀୟ ନିର୍ବାଚିତ ପ୍ରତିନିଧି କରୁଛନ୍ତି ଭରପୁର ପ୍ରୟାସ । ଯାହାର ଠୋସ ପ୍ରମାଣ ଲାଗିଛି ଇଟିଭି ଭାରତ ହାତରେ । ବ୍ଲକ କାର୍ଯ୍ୟାଳୟ ମଧ୍ୟରେ ନିଶା ଖାଇବାକୁ ବାରଣ କରିବାରୁ ନିର୍ଵାଚିତ ପଞ୍ଚାୟତ ପ୍ରତିନିଧିଙ୍କ ଦ୍ଵାରା ବିଡ଼ିଓ ଷଡ଼ଯନ୍ତ୍ରର ଶିକାର ହେଉଥିବା ଶୁକ୍ରବାର ଇଟିଭି ଭାରତରେ ଖବର ପ୍ରସାରଣ ପରେ ଶନିବାର ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି ।

ବିଡ଼ିଓଙ୍କୁ ଫସାଯାଇଛି କହିଲେ ବୋଲଗଡ଼ ସରପଞ୍ଚ

ଅଧିକ ପଢନ୍ତୁ...ସ୍ବାର୍ଥ ହାସଲ ପାଇଁ ମହିଳା ବିଡିଓଙ୍କୁ ମାନସିକ ନିର୍ଯାତନା

ବିଡ଼ିଓଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ଅଭିଯୋଗ ପତ୍ରରେ ଦସ୍ତଖତ କରିଥିବା ବୋଲଗଡ଼ ସରପଞ୍ଚ କିନ୍ତୁ ନିଜେ କହିଛନ୍ତି ବୋଲଗଡ଼ ବିଡ଼ିଓ ବହୁତ ଭଲ ଲୋକ ଏବଂ ତାଙ୍କୁ ଫସାଇ ଦେବାକୁ ପ୍ରୟାସ ହେଉଛି । ତେବେ ଆସନ୍ତୁ ଶୁଣିବା କଣ କହୁଛନ୍ତି ବୋଲଗଡ଼ ସରପଞ୍ଚ ବବିତା ସାହୁ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.