ETV Bharat / state

ଖୋର୍ଦ୍ଧାରେ ବିଗୁଡୁଛି ଆଇନ ଶୃଙ୍ଖଳା ପରିସ୍ଥିତି: ଏସପିଙ୍କୁ ଭେଟିଲା ବିଜେପି - ବିଜେପି ପ୍ରେସମିଟ୍

ମଙ୍ଗଳବାର ଖୋର୍ଦ୍ଧା ବିଜେପିର ଏକ ପ୍ରତିନିଧି ଦଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଖୋର୍ଦ୍ଧାକୁ ଅପରାଧ ମୁକ୍ତ କରିବା ସଙ୍ଗେସଙ୍ଗେ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ଦାବି କରିଛି । ଅଧିକ ପଢନ୍ତୁ..

ଖୋର୍ଦ୍ଧାରେ ବିଗୁଡୁଛି ଆଇନ ଶୃଙ୍ଖଳା ପରିସ୍ଥିତି: ଏସପିଙ୍କୁ ଭେଟିଲା ବିଜେପି
ଖୋର୍ଦ୍ଧାରେ ବିଗୁଡୁଛି ଆଇନ ଶୃଙ୍ଖଳା ପରିସ୍ଥିତି: ଏସପିଙ୍କୁ ଭେଟିଲା ବିଜେପି
author img

By

Published : Dec 17, 2019, 7:16 PM IST

ଖୋର୍ଦ୍ଧା: ଜିଲ୍ଲାରେ ବିଗୁଡୁଛି ଆଇନ ଶୃଙ୍ଖଳା ପରିସ୍ଥିତି। କେଉଁଠି ଦିନ ଦ୍ବିପ୍ରହରେ ଲୁଟ୍ ତ ଆଉ କେଉଁଠି ଗୁଳିକାଣ୍ଡ। ସେହିପରି ବ୍ରାଉନସୁଗାର ବ୍ୟବସାୟୀଙ୍କ ପେଣ୍ଠସ୍ଥଳ ପାଲଟିଗଲାଣି ଖୋର୍ଦ୍ଧା ସହର। ମଙ୍ଗଳବାର ଖୋର୍ଦ୍ଧା ବିଜେପିର ଏକ ପ୍ରତିନିଧି ଦଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଖୋର୍ଦ୍ଧାକୁ ଅପରାଧ ମୁକ୍ତ କରିବା ସଙ୍ଗେସଙ୍ଗେ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ଦାବି କରିଛି ।

ଖୋର୍ଦ୍ଧାରେ ବିଗୁଡୁଛି ଆଇନ ଶୃଙ୍ଖଳା ପରିସ୍ଥିତି: ଏସପିଙ୍କୁ ଭେଟିଲା ବିଜେପି

ସେହିପରି ପୋଲିସ ପେଟ୍ରୋଲିଂ ନକରିବାରୁ ଖୋର୍ଦ୍ଧା ଦେଇ ଯାଇଥିବା ଜାତୀୟ ରାଜପଥରେ ପ୍ରତିଦିନ ଲୁଟ ରାହଜାନି ହେଉଛି । ଆଉ ଦୁଇଦିନ ତଳେ ସନ୍ଧ୍ୟାରେ ଏକ କ୍ଲିନିକରେ ପଶି ଯେଉଁଭଳି ଡାକ୍ତର ଏବଂ ଜଣେ ମେଡ଼ିସିନ ଦୋକାନିକୁ ଜଣେ ଦୁର୍ବୁର୍ତ୍ତ ଗୁଳିକରି ଖସିଗଲା ତାକୁ ନେଇ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ କରିଛି ଖୋର୍ଦ୍ଧା ବିଜେପି। ଅନ୍ୟପଟେ ଏସ୍‌ପି ଖୁବଶୀଘ୍ର ଅପରାଧୀକୁ ଧରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ଖୋର୍ଦ୍ଧାରେ ବିଗୁଡୁଥିବା ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଏସପିଙ୍କୁ ଭେଟିଲା ବିଜେପି

Body:ଖୋର୍ଦ୍ଧା : ଜିଲ୍ଲାରେ ବିଗୁଡୁଛି ଆଇନ ଶୃଙ୍ଖଳା ପରିସ୍ଥିତି । କେଉଁଠି ଦିନ ଦ୍ୱିପ୍ରହରେ ଲୁଟ ତ ଆଉକୋଉଠି ଗୁଳିକାଣ୍ଡ । ସେହିପରି ବ୍ରାଉନସୁଗାର ବ୍ୟବସାୟୀଙ୍କ ପେଣ୍ଠସ୍ଥଳ ପଲଟିଗଲାଣି ଖୋର୍ଦ୍ଧା ସହର । ସେଥିପାଇଁ ଖୋର୍ଦ୍ଧା ବାସୀ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ସେହିପରି ପୋଲିସ ପେଟ୍ରୋଲିଂ ନକରିବାରୁ ଖୋର୍ଦ୍ଧା ଦେଇ ଯାଇଥିବା ଜାତୀୟରାଜପଥରେ ପ୍ରତିଦିନ ଲୁଟ ରାହଜାନି ହେଉଛି । ଆଉ ଦୁଇଦିନ ତଳେ ସନ୍ଧ୍ୟାରେ ଏକ କ୍ଲିନିକରେ ପଶି ଯେଉଁଭଳି ଡାକ୍ତର ଏବଂ ଜଣେ ମେଡ଼ିସିନ ଦୋକାନିକୁ ଜଣେ ଦୁର୍ବୁର୍ତ୍ତ ଗୁଳିକରି ଖସିଗଲା ତାକୁ ନେଇ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ କରିଛି ଖୋର୍ଦ୍ଧା ବିଜେପି । ଆଜି ଖୋର୍ଦ୍ଧା ବିଜେପିର ଏକ ପ୍ରତିନିଧି ଦଳ ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ ଭଟି ଖୋର୍ଦ୍ଧାକୁ ଅପରାଧ ମୁକ୍ତ କରିବା ସଙ୍ଗେ ସଙ୍ଗେ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ଦାବି କରିଛି । ଅନ୍ୟପଟେ ଏସପି ଖୁବଶୀଘ୍ର ଅପରାଧୀକୁ ଧରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Conclusion:ବାଇଟ 1-ସୁମିତ୍ରା ପ୍ରଧାନ,ଖୋର୍ଦ୍ଧା ବାସିନ୍ଦା
2-ଶ୍ରୀରଞ୍ଜନ ମଙ୍ଗରାଜ,ରାଜ୍ୟ ବିଜେପି କୃଷକମୋର୍ଚା ଉପସଭାପତି
3-ଅଜେୟ ପ୍ରତାପ ସ୍ୱାଇଁ,ଏସପି ଖୋର୍ଦ୍ଧା

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.