ETV Bharat / state

ଖୋର୍ଦ୍ଧା ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ବୈଠକ: ଫୋକସ ୨୦୨୪

author img

By

Published : Jul 13, 2022, 10:51 PM IST

ଖୋର୍ଦ୍ଧାରେ ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ବୈଠକ । ବୈଠକରେ ୨୦୨୪ ପାଇଁ ଦଳ ଖସଡ଼ା ପ୍ରସ୍ତୁତ ହୋଇଛି । ଅଧିକ ପଢନ୍ତୁ

ଖୋର୍ଦ୍ଧା ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ବୈଠକ : ଫୋକସ ୨୦୨୪

ଖୋର୍ଦ୍ଧା: ବୋଲଗଡ ନନ୍ଦିଘୋଷ ଭବନ ଠାରେ ଖୋର୍ଦ୍ଧା ଜିଲ୍ଲା ବିଜେପିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକାରିଣୀରେ ପ୍ରସ୍ତୁତ ହୋଇଛି ବିଜେପିକୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ପାଇଁ ଖସଡ଼ା । ବୈଠକରେ ୨୦୨୪ ପାଇଁ ଦଳ ଖସଡ଼ା ପ୍ରସ୍ତୁତ କରିବା ସହ ଜିଲ୍ଲାରେ ବିଜୁଳି ଦର ବୃଦ୍ଧି, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ବାସ୍ଥ୍ୟ ସେବା ନ ମିଳିବା ,କେନ୍ଦ୍ରୀୟ ଯୋଜନାର ହରିଲୁଟ , ବେକାରୀ ସମସ୍ୟା ,ରାସନକାର୍ଡରେ ଅଯୋଗ୍ୟ ହିତାଧିକାରୀ ଓ ଜିଲ୍ଲାରେ ଲଘୁ ଖଣିଜ ଦ୍ରବ୍ୟର ଲୁଟ ପ୍ରସଙ୍ଗରେ ଲଢେଇ କରିବାକୁ ଏହି କାର୍ଯ୍ୟକାରିଣୀରେ ସ୍ଥିର ହୋଇଛି ।

ଏହାସହ ପ୍ରଧାନମନ୍ତ୍ରୀଙ୍କ ଜନହିତକର ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଜିଲ୍ଲାର ବରିଷ୍ଠ ବିଜେପି ନେତା ମାନେ କହିଛନ୍ତି । ଏହି କାର୍ଯ୍ୟକାରିଣୀ ବୈଠକରେ ସାଂସଦ ଅପରାଜିତା ଷଡଙ୍ଗୀ ରାଜ୍ୟ ବିଜେପି ମୁଖପାତ୍ର ଡଃ ଯତିନ ମହାନ୍ତି, ପୃଥିରାଜ ହରିଚନ୍ଦନ, ସୋନାଲି ସାହୁ ,ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ରଙ୍କ ସହ ସମସ୍ତ ବ୍ଲକର ତୁଙ୍ଗନେତାମାନେ ଯୋଗ ଦେଇଥିଲେ ।

ଇଟିଭି ଭାରତ,ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.