ETV Bharat / state

ବୀଣାପାଣି ମହୋତ୍ସବରେ ଦର୍ଶକଙ୍କୁ ଆକୃଷ୍ଟ କଲା ଓଡିଶୀ ନୃତ୍ୟ - ଖୋର୍ଦ୍ଧା ଖବର

ଶାନ୍ତି, ପ୍ରେମ, କଳା, ସାହିତ୍ୟ, ସଂସ୍କୃତି ଓ ଭ୍ରାତୃତ୍ବଭାବର ମହକ ବାଣ୍ଟି ଗୁରୁବାର ଦିନ ଉଦଘାଟିତ ହୋଇଯାଇଛି ୮୪ ତମ ବୀଣାପାଣି ମହୋତ୍ସବ 'ସମ୍ଭବ ୨୦୨୦' । ଅଧିକ ଖବର ପଢନ୍ତୁ...

ବୀଣାପାଣି ମହୋତ୍ସବରେ ଦର୍ଶକଙ୍କୁ ଆକୃଷ୍ଟ କଲା ଓଡିଶୀ ନୃତ୍ୟ

author img

By

Published : Jan 31, 2020, 3:12 AM IST

ଖୋର୍ଦ୍ଧା: ଶାନ୍ତି, ପ୍ରେମ, କଳା, ସାହିତ୍ୟ, ସଂସ୍କୃତି ଓ ଭ୍ରାତୃତ୍ବଭାବର ମହକ ବାଣ୍ଟି ଗୁରୁବାର ଦିନ ଉଦଘାଟିତ ହୋଇଯାଇଛି ୮୪ ତମ ବୀଣାପାଣି ମହୋତ୍ସବ 'ସମ୍ଭବ ୨୦୨୦' । ବେଗୁନିଆ ବ୍ଲକ ବେଗୁନିଆ ସ୍ଥିତ ବୀଣାପାଣି ମହୋତ୍ସବ 'ସମ୍ଭବ'ର ଉଦଘାଟନ ଦିବସରେ ସାଂସ୍କୃତିକ ସନ୍ଧ୍ୟାକୁ ଦର୍ଶକମାନେ ବେଶ୍‌ ଉପଭୋଗ କରିଥିଲେ ।

ବୀଣାପାଣି ମହୋତ୍ସବରେ ଦର୍ଶକଙ୍କୁ ଆକୃଷ୍ଟ କଲା ଓଡିଶୀ ନୃତ୍ୟ

କଳାକାରଙ୍କ ଓଡିଶୀ ନୃତ୍ୟ ପରିବେଷଣ ଅନେକ ସମୟ ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ଏହି ଅବସରରେ ଏକ ସାହିତ୍ୟ ସଭାରେ ବୀଣାପାଣି କ୍ଳବର ମୁଖପାତ୍ର ବାଣୀସ୍ରତାର ଶୁଭ ଉନ୍ମୋଚନ ହୋଇଥିଲା ।

ମହୋତ୍ସବ କମିଟି ସଭାପତି ପ୍ରଭାତ କୁମାର ପ୍ରହରାଜଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା ଏକ ସାଧାରଣ ସଭା । ଆଉ ଏହି ସଭାରେ ବରିଷ୍ଠ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ବୀଣାପାଣି ମହୋତ୍ସବ "ସମ୍ଭବ" ଉଦଘାଟିତ : ଦର୍ଶକଙ୍କୁ ଆକୃଷ୍ଟ କଲା ଓଡିଶୀ ନୃତ୍ୟ

Body:ଖୋର୍ଦ୍ଧା : ଶାନ୍ତି, ପ୍ରେମ କଳା ସାହିତ୍ୟ ସଂସ୍କୃତି ଓ ଭ୍ରାତୃତ୍ୱ ଭାବର ମହକ ବାଣ୍ଟି ଗୁରୁବାର ଦିନ ଉଦଘାଟିତ ହୋଇଯାଇଛି ୮୪ ତମ ବୀଣାପାଣି ମହୋତ୍ସବ- ସମ୍ଭବ ୨୦୨୦। ବେଗୁନିଆ ବ୍ଲକ ବେଗୁନିଆ ସ୍ଥିତ ବୀଣାପାଣି ମହୋତ୍ସବ ସମ୍ଭବ ର ଉଦଘାଟନ ଦିବସରେ ସାଂସ୍କୃତିକ ସନ୍ଧ୍ୟାକୁ ଦର୍ଶକମାନେ ବେଶ୍‌ ଉପଭୋଗ କରିଥିଲେ। କଳାକାରଙ୍କ ଓଡିଶୀ ନୃତ୍ୟ ପରିବେଷଣ ଅନେକ ସମୟ ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଏହି ଅବସରରେ ଏକ ସାହିତ୍ୟ ସଭାରେ ବୀଣାପାଣି କ୍ଳବର ମୂଖପତ୍ର ବାଣୀସ୍ରତା ର ଶୁଭ ଉନ୍ମୋଚନ ହୋଇଥିଲା । । ମହୋତ୍ସବ କମିଟି ସଭାପତି ପ୍ରଭାତ କୁମାର ପ୍ରହରାଜଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା ଏକ ସାଧାରଣ ସଭା ରେବହୁ ବରିଷ୍ଠ ବ୍ୟକ୍ତି ବିଶେଷଙ୍କ ଯୋଗ ଦେଇଥିଲେ ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.