ETV Bharat / state

ନାମାଙ୍କନ ଭରିଲେ ଅରୂପ ଏବଂ ପୃଥ୍ବୀରାଜ୍‌

ଭୁବନେଶ୍ବର ଲୋକସଭା ଆସନ ପାଇଁ ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ ଅରୁପ ପଟ୍ଟନାୟକ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ନାମାଙ୍କନ ଦାଖଲ କରିଥିଲେ । ଅନ୍ୟାନ୍ୟ ପ୍ରାର୍ଥୀଙ୍କ ସହ ଚିଲିକା ଆସନ ପାଇଁ ବିଜେପି ପ୍ରାର୍ଥୀ ପୃଥ୍ବୀରାଜ ହରିଚନ୍ଦନ ନାମାଙ୍କନ ଦାଖଲ କରିଥିଲେ ।

author img

By

Published : Apr 3, 2019, 9:16 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ଚାଲିଛି ନିର୍ବାଚନ ଋତୁ । ଗଣତନ୍ତ୍ରର ବଡ ଲଢେଇରେ ଲଢିବା ପାଇଁ ନେତାଙ୍କ ଚାଲିଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ନିଜର ଶକ୍ତି ପ୍ରଦର୍ଶନ ପାଇଁ କେତେକ ନେତା ବିରାଟ ଶୋଭାଯାତ୍ରାରେ ଆସି ନାମାଙ୍କନ ଦାଖଲ କରୁଥିବା ବେଳେ ବିଜେଡିର ଭୁବନେଶ୍ବର ଲୋକସଭା ପ୍ରାର୍ଥୀଅରୂପ ପଟ୍ଟନାୟକ ବିନା କୌଣସି ଶୋଭାଯାତ୍ରାରେ ଆସି ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ବେଳେ ତାଙ୍କ ସହିତ ଉପସ୍ଥିତ ଥିଲେ କେତେକ ହାତ ଗଣତିକର୍ମୀ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ନାମାଙ୍କନ ଦାଖଲ କରିଥିଲେ । ସେପଟେଚିଲିକା ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ପୃଥ୍ବୀରାଜ ହରିଚନ୍ଦନ ବିରାଟ ଶୋଭାଯାତ୍ରାରେ ଆସି ନାମାଙ୍କନ ଦାଖଲ କରିଥିଲେ। ଅନ୍ୟପକ୍ଷରେ ଖୋର୍ଦ୍ଧା ବିଧାନସଭା ମଣ୍ଡଳୀର ବିଜେଡି ପ୍ରାର୍ଥୀ ଜ୍ୟୋତିନ୍ଦ୍ର ନାଥ ମିତ୍ର ଏବଂ ସ୍ୱାଧୀନ ପ୍ରାର୍ଥୀ ଜିତେନ୍ଦ୍ର ପ୍ରଧାନ ବିରାଟ ଶୋଭାଯାତ୍ରାରେ ଆସିଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ ନିକଟରେ ନିଜ ନିଜ ପାର୍ଥିପତ୍ର ଦାଖଲ କରିଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:Body:

दुनिया की 8 सबसे हॉट भारतीय महिला मॉडल.....

गैलरी के बारे में

------------------------------------

-------------------------------

1- मॉडल-एक्ट्रेस एंजेला जॉनसन ने 2011 में किंगफिशर कैलेंडर मॉडल हंट का खिताब जीतकर एक नया मुकाम हासिल किया. 28 फरवरी, 1990 को चेन्नई में जन्मी एंजेला ने कुछ बॉलीवुड फिल्मों में भी काम किया है. वह वर्ष 2011 में टाइम्स ऑफ़ इंडिया के सर्वे में टॉप 50 में मोस्ट डिजायरेबल वूमेंस की फेहरिस्त में भी शामिल हो चुकीं हैं.

2- निकोल फारिया ने मिस अर्थ 2010 जीता और मिस अर्थ जीतने वाली भारत की पहली महिला बनीं. बंगलौर की सुंदरी कई फैशन पत्रिकाओं जैसे एले, वोग, कॉस्मोपॉलिटन में भी काम कर चुकीं हैं.

3- उत्तराखंड के एक छोटे से शहर में जन्मीं सोनम बाजवा 2012 में फेमिना मिस इंडिया प्रतियोगिता में भाग लेने के कारण सुर्खियों में आईं. मॉडलिंग के अलावा, सोनम को पंजाबी और तमिल फिल्मों में हॉट ब्यूटी के रूप में भी जाना जाता है. साथ ही सोनम ब्लॉक बस्टर फिल्म “पंजाब 1984” में लीडिंग रोल में भी नजर आ चुकी हैं.

4- एक अन्य युवा मॉडल, अदिति आर्य को लीडिंग भारतीय मॉडल में गिना जाता है. उन्होंने फेमिना मिस इंडिया वर्ल्ड 2015 का खिताब जीता था.

5- सुप्रिया आइमन को 2012 में बिहार की राजकुमारी के रूप में ताज पहनाया गया. साथ ही सुप्रिया जापान के टोक्यो में आयोजित मिस इंटरनेशनल 2015 में भारत का प्रतिनिधित्व करने के लिए शीर्ष पर थीं. हॉट मॉडल सुप्रिया ने कई बड़े ब्रांड्स जैसे कि Sunsilk, Biba Apparels, Lolral, Pantaloons Fashion और Retail का समर्थन भी किया है.

6- शर्लिन चोपड़ा जो कई बॉलीवुड फिल्मों में नज़र आ चुकी हैं. वह अमेरिकी पुरुषों की पत्रिका 'प्लेबॉय' के लिए न्यूड पोज देने वाली पहली भारतीय मॉडल थीं. मॉडल शर्लिन को अपनी बोल्डनेस के चलते विवादों में रहना पड़ा. साथ ही उन्हें अब तक की सबसे हॉट मॉडल में भी गिना जाता है.

7- पूनम पांडे ने मॉडलिंग में अपना करियर शुरू किया. साथ ही बॉलीवुड और टॉलीवुड की कई फिल्मों में काम किया. वह 'ग्लैडरैग्स 2010' के शीर्ष नौ प्रतियोगियों में से एक थीं.

8- उर्वशी रौतेला अब तक की सबसे अधिक सौंदर्य प्रतियोगिता जीतने वाली सबसे कम उम्र की हॉट मॉडल हैं. उर्वशी को युवा और सेक्सी महिला के रुप में दुनिया की सबसे सफल मॉडल में से एक माना जाता है.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.