ETV Bharat / state

ଅସହାୟଙ୍କୁ ହର୍ଲିକ୍ସ ପ୍ରଦାନ କଲେ ଯୁବଗୋଷ୍ଠୀ - khurdha news

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ୟୁଥ ଓଡିଶା ପକ୍ଷରୁ ରବିବାର ଗରିବ ଅସହାୟ ଓ ଅସୁସ୍ଥ ବ୍ୟକ୍ତିଙ୍କୁ ସାହାଯ୍ୟ କରିଛନ୍ତି । ୟୁଥ କ୍ଲବର ସଦ୍ୟମାନେ ଲୋକଙ୍କୁ ହର୍ଲିକ୍ସ ପ୍ୟାକେଟ ବଣ୍ଟନ କରିଛନ୍ତି । ଅଧିକ ପଢନ୍ତୁ...

ଅସହାୟଙ୍କୁ ହର୍ଲିକ୍ସ ପ୍ରଦାନ କଲେ ଯୁବଗୋଷ୍ଠୀ
ଅସହାୟଙ୍କୁ ହର୍ଲିକ୍ସ ପ୍ରଦାନ କଲେ ଯୁବଗୋଷ୍ଠୀ
author img

By

Published : Jul 12, 2020, 3:20 PM IST

ଖୋର୍ଦ୍ଧା: ଅସହାୟଙ୍କୁ ହର୍ଲିକ୍ସ ପ୍ରଦାନ କଲେ ଯୁବଗୋଷ୍ଠୀ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ୟୁଥ ଓଡିଶା ପକ୍ଷରୁ ରବିବାର ଗରିବ ଅସହାୟ ଓ ଅସୁସ୍ଥ ବ୍ୟକ୍ତିଙ୍କୁ ସାହାଯ୍ୟ କରିଛନ୍ତି । ୟୁଥ କ୍ଲବର ସଦ୍ୟମାନେ ଲୋକଙ୍କୁ ହର୍ଲିକ୍ସ ପ୍ୟାକେଟ ବଣ୍ଟନ କରିଛନ୍ତି ।

ଅସହାୟଙ୍କୁ ହର୍ଲିକ୍ସ ପ୍ରଦାନ କଲେ ଯୁବଗୋଷ୍ଠୀ

ସାରା ରାଜ୍ୟରେ କୋରୋନା ଭାଇରସ ଯୋଗୁଁ ସରକାର ଲକଡାଉନ ଏବଂ ସଟଡାଉନ ଜାରି ରହିଛି । ଏହା ଦ୍ବାରା ଶ୍ରମିକ,ଅସହାୟମାନେ କାମ ହରାଇ ବେରୋଜଗାର ହୋଇପଡିଛନ୍ତି । କୋରୋନାର ପ୍ରଭାବ ଫଳରେ ଅନେକ ପରିବାର ଭୋକ ଉପାସରେ ରହୁଥିବା ନଜରକୁ ଆସୁଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳ, ବ୍ୟକ୍ତି ବିଶେଷ, ସାମାଜିକ ସଂଗଠନ ମାନଙ୍କ ପକ୍ଷରୁ ଶ୍ରମିକ, ଅସହାୟ ପରିବାର ମାସ୍କ ରାସନ ସାମଗ୍ରୀ ବଣ୍ଟନ କରୁଛନ୍ତି । ସେହିପରି ଏହି ବିପଦ ସମୟରେ ବେଗୁନିଆ ୟୁଥ ଓଡିଶା ପକ୍ଷରୁ ଆଜି ଗରିବ ଅସୁସ୍ଥ ବ୍ୟକ୍ତିଙ୍କୁ ନିଆରା ପଦକ୍ଷେପ ସୂରୁପ ହଲିକ୍ସ ବଣ୍ଟନ କରାଯାଇଛି । ଯୁବଗୋଷ୍ଠୀଙ୍କ ଏପରି ପ୍ରୟାସକୁ ସ୍ଥାନୀୟ ଲୋକ ବେଶ ପ୍ରଶଂସା କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.