ETV Bharat / state

ପୁଣି ଲକଡାଉନ ଆରମ୍ଭ, ସଚେତନ କରୁଛି ବେଗୁନିଆ ପୋଲିସ - ଲକଡାଉନ ସେଚେତନତା କାର୍ଯ୍ୟକ୍ରମ

ଲକଡାଉନ ନିୟମ ମାନିବା ପାଇଁ ଲୋକଙ୍କୁ ସଚେତନ କରୁଛି ଖୋର୍ଦ୍ଧା ବେଗୁନିଆ ପୋଲିସ । ଅଧିକ ପଢନ୍ତୁ....

ପୁଣି ଲକଡାଉନ ଆରମ୍ଭ, ସଚେତନ କରୁଛି ବେଗୁନିଆ ପୋଲିସ

author img

By

Published : May 6, 2021, 3:29 PM IST

ଖୋର୍ଦ୍ଧା: ରାଜ୍ୟବ୍ୟାପୀ ପୁଣି ଲକଡାଉନ ଆରମ୍ଭ ହୋଇଯାଇଛି । ଅମାନିଆଙ୍କୁ ସାବାଡ୍ କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇ ଥିବାବେଳେ ବିଭିନ୍ନ ଛକଗୁଡିକରେ ବ୍ଲକିଂ ଏବଂ ଚେକିଂ ମଧ୍ୟ କରାଯାଉଛି ।

ପୁଣି ଲକଡାଉନ ଆରମ୍ଭ, ସଚେତନ କରୁଛି ବେଗୁନିଆ ପୋଲିସ

ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଧିକାରୀ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ଥାନା ଅଧିକାରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ପୋଲିସକୁ ସହଯୋଗ କରି ନିୟମ ଅନୁଯାୟୀ ଦୋକାନ ଖୋଲୁଛନ୍ତି ଏବଂ ବନ୍ଦ କରୁଛନ୍ତି । ସେହିପରି ଲକଡାଉନରେ ଲୋକମାନେ କିପରି ଅତ୍ୟାବଶ୍ୟକ ସାମଗ୍ରୀ ପାଇପାରିବେ ସେଥିପାଇଁ ସକାଳ 6 ରୁ ଦିନ 12 ପର୍ଯ୍ୟନ୍ତ କଟକଣାକୁ ସାମାନ୍ୟ କୋହଳ କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.