ETV Bharat / state

Emergency landing Air Vistara flight: ଭୁବନେଶ୍ୱର ଆସୁଥିବା ବିମାନର ହାଇଡ୍ରୋଲିକ୍ ଫେଲ୍, ନୂଆଦିଲ୍ଲୀରେ ଜରୁରୀ ଅବତରଣ - ଏୟାର ଭିସ୍ତାରା ବିମାନରେ ଯାନ୍ତ୍ରିକ ତୃଟି

ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ସୂଚନା ଅନୁସାରେ, ଭିସ୍ତାର ବିମାନ UK781 ନୂଆଦିଲ୍ଲୀ-ଭୁବନେଶ୍ବରର ହାଇଡ୍ରୋଲିକ ସିଷ୍ଟମ ଫେଲ ହୋଇଛି । ଆଜି ସଂଧ୍ୟା 7ଟା 50ରେ ରେ ଭୁବନେଶ୍ବର ଅଭିମୁଖେ ଉଡାଣ ଭରିବା ପରେ ବିମାନର ହାଇଡ୍ରୋଲିକ ସିଷ୍ଟମ ଫେଲ ହୋଇଥିଲା । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jan 9, 2023, 9:59 PM IST

Updated : Jan 9, 2023, 10:04 PM IST

ନୂଆଦିଲ୍ଲୀ: ଦିଲ୍ଲୀରୁ ଭୁବନେଶ୍ଵର ଆସୁଥିବା ଏୟାର ଭିସ୍ତାରା ବିମାନରେ ଯାନ୍ତ୍ରିକ ତୃଟି । ଉଡାଣର କିଛି ସମୟ ପରେ ପୁଣି ନୂଆଦିଲ୍ଲୀରେ ସୁରକ୍ଷିତ ଭାବେ ଲ୍ୟାଣ୍ଡ କଲା ବିମାନ (Air Vistara flight UK 781 operating from Delhi to Bhubaneswar) । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା DGCA ପକ୍ଷରୁ ସୂଚନା ।

ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ସୂଚନା ଅନୁସାରେ, ଭିସ୍ତାର ବିମାନ UK781 ନୂଆଦିଲ୍ଲୀ-ଭୁବନେଶ୍ବରର ହାଇଡ୍ରୋଲିକ ସିଷ୍ଟମ ଫେଲ ହୋଇଛି । ଆଜି ସଂଧ୍ୟା ୭ଟା ୫୩ରେ ରେ ଭୁବନେଶ୍ବର ଅଭିମୁଖେ ଉଡାଣ ଭରିବା ପରେ ବିମାନର ହାଇଡ୍ରୋଲିକ ସିଷ୍ଟମ ଫେଲ ହୋଇଥିଲା । ପାଇଲଟ ଏହା ଜାଣିବା ପରେ ଉପସ୍ଥିତି ବୁଦ୍ଧି ଖଟାଇ ବିମାନକୁ ଜରୁରୀକାଳିନୀ ଅବତରଣ ପାଇଁ ଏଟିସି ସହ ଯୋଗାଯୋଗ କରିଥିଲେ । ବିମାନ ଅବତରଣ ପାଇଁ ଅନୁମତି ମିଳିବା ପରେ ବିମାନକୁ ସୁରକ୍ଷିତ ଭାବେ ପୁଣି ନୂଆଦିଲ୍ଲୀ ବିମାନ ବନ୍ଦରରେ 8 ଟା 20 ମିନିଟରେ ଅବତରଣ କରାଯାଇଛି । ବିମାନରେ ଥିବା ସମସ୍ତ ଯାତ୍ରା ସୁରକ୍ଷିତ ଅଛନ୍ତି । ।

DGCA ସୂଚନା ଅନୁଯାୟୀ, ସନ୍ଧ୍ୟା 7 ଟା 50 ମିନିଟରେ ଉଡାଣ ଭାରିଥିଲ । ପରବର୍ତ୍ତୀ ସମୟର 8 ଟା 20 ସମୟେ ସୁରକ୍ଷିତ ଭାବରେ ସେହି ଦିଲୀ ବିମାନ ବନ୍ଦରରେ ପୁନର୍ବାର ଅବତରଣ କରିଥିଲା। ତେବେ ବିମାନରେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି।

Last Updated : Jan 9, 2023, 10:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.