ETV Bharat / state

AICC ବାଛିବ ବିଧାୟକ ଦଳ ନେତା - clp leader congress

କିଏ ହେବେ କଂଗ୍ରେସର ବିଧାୟକ ଦଳ ନେତା ? ଏନେଇ ଗୁରୁବାର ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 30, 2019, 10:34 PM IST

ଭୁବନେଶ୍ବର: କିଏ ହେବେ କଂଗ୍ରେସର ବିଧାୟକ ଦଳ ନେତା ? ଏନେଇ ଗୁରୁବାର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଓଡିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ ଓ ସହ ପ୍ରଭାରୀ ଟି ଏସ ସିଂଦେଓଙ୍କ ସହ ସମସ୍ତ ନବନିର୍ବାଚିତ ବିଧାୟକ ଯୋଗ ଦେଇଥିଲେ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ଭୁବନେଶ୍ବର

ବୈଠକରେ ସମସ୍ତ 9ଜଣ ବିଧାୟକ ଉପସ୍ଥିତ ଥିଲେ । ମିଳିଥିବା ସୂଚନା ମୁତାବକ ନରସିଂହ ମିଶ୍ରଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ ହୋଇଥିବା ନେଇ ଚର୍ଚ୍ଚା ହେଉଛି । ସେ ଆବାହକ ଦାୟିତ୍ବ ତୁଲାଇବେ। ବିଧାୟକଙ୍କ ସହ ଆଲୋଚନା କରିବା ପରେ ଏହା ଏଆଇସିସିର ଅନୁମୋଦନ ଲାଭ କରିବ । ଏହାପରେ ଔପଚାରିକ ଘୋଷଣା କରାଯିବ ବୋଲି ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂ କହିଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro: କିଏ ହେବେ କଂଗ୍ରେସ ବିଧାୟକ ଦଳ ନେତା ? ତାକୁ ନେଇ ବସିଛି ବୈଠକ। ଓଡିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ, ଓ ସହ ପଭାରୀ ଟି ଏସ ସିଂଦେଓ ସବୁ ବିଧାୟକଙ୍କ ସହ ବୈଠକ କରିଛନ୍ତି। ବୈଠକରେ 9ଜଣ ଯାକ ବିଧାୟକ ଉପସ୍ଥିତ ଥିଲେ। ମିଳିଥିବା ସୂଚନା ମୁତାବକ ନରସିଂହ ମିଶ୍ର ଙ୍କୁ ନେତା ଭାବେ ଚୟନ କରାଯାଇଛି। ସେ ଆବାହକ ଦାୟିତ୍ବ ତୁଲାଇବେ। ବିଧାୟକ ଙ୍କ ସହ ଆଲୋଚନା କରିବା ପରେ ଏହା ଏଆଇସିସି ର ଅନୁମୋଦନ ଲାଭ କରିବା। ତାପରେ ଯାଇ ଔପଚାରିକ ଘୋଷଣା କରାଯିବ ବୋଲି ଓଡିଶା ପ୍ରଭାରୀ ଜୀତେନ୍ଦ୍ର ସିଂ କହିଛନ୍ତି।

Body:ବାଇଟ ଜିତେନ୍ଦ୍ର ସିଂ ଓଡିଶା ପ୍ରଭାରୀ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.