ETV Bharat / state

11ରୁ ପୁଣି ଭିଜିବ ଓଡିଶା

ପୁଣି ଭିଜିବ ରାଜ୍ୟ । 11ରୁ ପ୍ରବଳରୁ ଅତିପ୍ରବଳ ବର୍ଷାର ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Jul 8, 2019, 9:34 PM IST

ଭୁବନେଶ୍ବର: ସାରା ରାଜ୍ୟରେ ଗତ ଦୁଇଦିନ ତଳେ ବର୍ଷା ଲାଗି ରହିଥିବାବେଳେ ଆଜି ସାମାନ୍ୟ ଖରା ହୋଇଥିଲା । ହେଲେ ଜୁଲାଇ 11ରୁ ପୁଣି ଭିଜିବ ସାରା ରାଜ୍ୟ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ରାଜ୍ୟର ବିଭିନ୍ନ ଜିଲ୍ଲା ଗୁଡିକୁ ସତର୍କ ସୂଚନା ଦିଆଯାଇ ଥିବାବେଳେ କୋରାପୁଟ, ଗଜପତି, ଗଞ୍ଜାମ, ଅନୁଗୁଳ,ବୌଦ୍ଧ ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଗତ 24 ଘଣ୍ଟା ଭିତରେ ରାଜ୍ୟର ଚାନ୍ଦବାଲିରେ ସର୍ବାଧିକ 18 ମିଲିମିଟର ବର୍ଷା ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ବରରେ ମଧ୍ୟ 9 ମିଲିମିଟର ବର୍ଷା ରେକର୍ଡ କରିଛି ପାଣିପାଗ ବିଭାଗ ।

Intro:.ଆଗକୁ ହୋଇ ପାରେ ବର୍ଷା

Body:ସାରା ରାଜ୍ୟ ରେ ଗତ ଦୁଇ ଦିନ ତଳେ ବର୍ଷା ଲାଗିରହିଥିବା ବେଳେ ଏବେ ପାଗ ଲେହଲା ରହିଛି। ଆସନ୍ତା ଦୁଇ ଦିନ ପାଇଁ ଏବେ ବର୍ଷା ନ ଥିଲେ ବି ଜୁଲାଇ 11 ରୁ ରାଜ୍ୟ ର ବିଭିନ୍ନ ଜିଲ୍ଲା ଗୁଡିକୁ ସତର୍କ ସୂଚନା ଦିଆଯାଇଛି।କେରାପୁଟ, ରାୟଗଡା, ଗଜପତି ଗଞ୍ଜାମ, ଅନୁଗୁଳ,ବୌଦ୍ଧ ଆଦି ଜିଲ୍ଲା ରେ ଅତି ରୁ ଅତି ପ୍ରବଳ ବର୍ଷା ହେବାଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ। ଗତ 24 ଘଂଟା ଭିତରେ ରାଜ୍ୟ ର ଚାନ୍ଦବାଲି ରେ ସର୍ବାଧିକ 18 ମିଲିମିଟର ବର୍ଷା ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱର ରେ ମଧ୍ୟ 9 ମିଲିମିଟର ବର୍ଷା ରେକର୍ଡ କରିଛି ପାଣିପାଗ ବିଭାଗ।

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.