ETV Bharat / state

ପତ୍ନୀହନ୍ତାକୁ ସଜ୍ଜା ଶୁଣାଇଲେ କୋର୍ଟ, ଆଜୀବନ କାରାଦଣ୍ଡ ସହ 50 ହଜାର ଜୋରିମାନା

ସ୍ତ୍ରୀକୁ ହତ୍ୟା କରିବା ଅଭିଯୋଗରେ ବୁଧବାର ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ 50 ହଜାର ଟଙ୍କାର ଜୋରିମାନା ଅର୍ଥ ଆଦାୟ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

author img

By

Published : Sep 24, 2020, 12:33 PM IST

ପତ୍ନୀ ହନ୍ତାକୁ ଆଜୀବନ କାରାଦଣ୍ଡ ସହ 50ହଜାରର ଜୋରିମାନା ଶୁଣାଇଲେ ଅତିରିକ୍ତ ଜିଲ୍ଲା ଦୌରାଜଜପତ୍ନୀ ହନ୍ତାକୁ ଆଜୀବନ କାରାଦଣ୍ଡ ସହ 50ହଜାରର ଜୋରିମାନା ଶୁଣାଇଲେ ଅତିରିକ୍ତ ଜିଲ୍ଲା ଦୌରାଜଜ
ପତ୍ନୀ ହନ୍ତାକୁ ଆଜୀବନ କାରାଦଣ୍ଡ ସହ 50ହଜାରର ଜୋରିମାନା ଶୁଣାଇଲେ ଅତିରିକ୍ତ ଜିଲ୍ଲା ଦୌରାଜଜ

ଖୋର୍ଦ୍ଧା: ସ୍ତ୍ରୀକୁ ହତ୍ୟା କରିବା ଅଭିଯୋଗରେ ବୁଧବାର ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଦେଇଛନ୍ତି । ଏଥିସହ 50 ହଜାର ଟଙ୍କାର ଜୋରିମାନା ଅର୍ଥ ଆଦାୟ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁଯାୟୀ ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମର ଦାଶରଥି ସେଠୀ କଟକ ଜିଲ୍ଲା ତାଳବସ୍ତ ଗ୍ରାମର ପିଙ୍କି ସେଠିଙ୍କୁ 18.02.2013 ମସିହାରେ ବିବାହ କରିଥିଲେ । କିନ୍ତୁ ପିଙ୍କିଙ୍କୁ ଅଧିକ ଯୌତୁକ ଦାବିକରି 19.09.2016ରେ ତାଙ୍କୁ ଦାଶରଥି ହତ୍ୟା କରିଥିବା ଖୋର୍ଦ୍ଧା ଆଦର୍ଶ ଥାନାରେ ଅଭିଯୋଗ ହୋଇଥିଲା । ତେବେ ହତ୍ୟା ଅଭିଯୋଗରେ ଗତ ବୁଧବାର ଦିନ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ ଦୋଷୀକୁ ଆଜୀବନ କାରାଦଣ୍ଡ ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.